ବିବାହର ୨୦ ଦିନ ପରେ ସ୍ତ୍ରୀକୁ ଛାଡ଼ି ଫେରାର ହେଲା ସ୍ୱାମୀ, ଥାନାରେ ପହଞ୍ଚିଲେ ମହିଳା
ଦୀର୍ଘ ଅଢ଼େଇ ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରେମୀ ଯୁଗଳ । କିନ୍ତୁ ଯୁବତୀ କେବେ ବି ଭାବି ନଥିଲେ ଯେ ଯାହାକୁ ମନ ପ୍ରାଣ ଦେଇ ଭଲ ପାଉଛନ୍ତି ସେ ତାଙ୍କୁ ଧୋକା ଦେଉଛି । ବିବାହର ୨୦ ଦିନ ବିତି ଯାଇଥିଲା । ସ୍ୱାମୀ ସ୍ତ୍ରୀ ବହୁତ ଖୁସି ଥିଲେ । କିନ୍ତୁ ହଠାତ…