Browsing Tag

hybrid flying car

ଭାରତରେ ଲଞ୍ଚ ହେଉଛି “ହାଇବ୍ରିଡ଼ ଫ୍ଲାଇଙ୍ଗ କାର”, ଏଣିକି ଟ୍ରାଫିକ ଉପରେ ଉଡି କରି ଅଫିସ ଯିବେ

ଯଦି ଅଫିସ ଯାଉଥିବା ସମୟରେ ଆପଣଙ୍କୁ ଅସୁବିଧା ହେଉଛି କିମ୍ବା ଏକାଧିକ ଟ୍ରାଫିକ ସମସ୍ୟା ଦେଇ ଗତି କରିବାକୁ ପଡୁଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ।  ଆପଣଙ୍କ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବାକୁ ଯାଉଛି ।  ଏଣିକି ଆପଣଙ୍କୁ ନା ସଡକ ପଥରେ ଯିବାକୁ ପଡିବ ନା ଦୀର୍ଘ ସମୟ ଯାଏଁ…