Browsing Tag

hyderabad

ଲୁଟେରାଙ୍କ ସହ ଲଢ଼େଇ କଲେ ମା’ ଓ ଝିଅ, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ ସହରରେ ଜଣେ ମା’ ଏବଂ ଝିଅର ସାହସର ଦୃଶ୍ୟ ଦେଖିବାକୁ ମିଳିଛି । ମା’ ଓ ଝିଅ ମିଳିତ ଭାବେ ଦୁଇଜଣ ଲୁଟେରାଙ୍କ ସହ ଲଢ଼ିଥିଲେ। ଡକାୟତି ପାଇଁ ଆସିଥିବା ଦୁଇ ଜଣ ଅଭିଯୁକ୍ତ ଗୁରୁବାର ଅପରାହ୍ନରେ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଲୋକ ଓ ଅପରାଧୀଙ୍କ ମଧ୍ୟରେ ଜୋରସୋରରେ…

ବର ହେବା ପୂର୍ବରୁ ଦାନ୍ତ ସର୍ଜରୀ କରିବାକୁ ଯାଇଥିଲେ ଯୁବକ, ଡେଣ୍ଟାଲ କ୍ଲିନିକ୍‌ରେ ହେଲା ମୃତ୍ୟୁ

ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍‌) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍‌ ବୁକ୍ କରିଥିଲେ । ମୃତକ ହେଲେ, ଲକ୍ଷ୍ମୀ ନାରାୟଣ…

ପେଟ୍ରୋଲ ପମ୍ପରେ ଲାଗିଥିଲା ଲମ୍ବା ଲାଇନ୍‌, ଘୋଡ଼ାରେ ବସି ଖାଦ୍ୟ ଡେଲିଭରି ଦେବାକୁ ଗଲେ Zomato ବୟ

ତେଲେଙ୍ଗାନାର ହାଇଦ୍ରାବାଦର ଚଞ୍ଚଲଗୁଡ଼ାରୁ ଜଣେ ଡେଲିଭରି ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜମାଟୋର ଏହି ଡେଲିଭରି ବୟ ଘୋଡ଼ାରେ ବସି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯାଉଛନ୍ତି। ରାସ୍ତାରେ ଯାଉଥିବା ଲୋକେ ଯେତେବେଳେ ଏହାର କାରଣ ପଚାରୁଛନ୍ତି, ଯୁବକ…

ହାଇଦ୍ରାବାଦ-ଦୁବାଇର ଫ୍ଲାଇଟ୍‌ ହାଇଜ୍ୟାକ୍‌ ହୋଇପାରେ! ଏଭଳି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ପୋଲିସ ଖାଲି କରାଇଲା…

ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜ୍ୟାକ୍‌ କରାଯାଇପାରେ। ଏଭଳି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା। ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲେ, ଯେଉଁଥିରେ ସେ…

ପିଜ୍ଜା ଖୁଆଇବା ପଡ଼ିଲା ମହଙ୍ଗା: ପ୍ରେମିକା ବାପାଙ୍କୁ ଦେଖି ଭୟରେ ଲୁଚିଗଲା ପ୍ରେମିକ, ଛାତରୁ ଖସି ଉଡ଼ିଗଲା ପ୍ରାଣବାୟୁ

ହାଇଦ୍ରାବାଦରୁ ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ନିଜ ପ୍ରେମିକାକୁ ପିଜ୍ଜା ଖୁଆଇବା ୨୦ ବର୍ଷର ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଯୁବକଙ୍କ ପରିବାର ଲୋକେ ଘଟଣାକୁ ନେଇ ଦୁଃଖରେ ଭାଙ୍ଗି…

ବିରଳ ଦୃଶ୍ୟ! ହଜିଗଲା ଛାଇ…ହାଇଦ୍ରାବାଦରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା

ଶୂନ୍ୟ ଛାୟା ଦିବସ ଅର୍ଥାତ୍‌ ବିନା ଛାଇର ଦିନ। ଇଂରାଜୀରେ ଏହାକୁ ‘ଜିରୋ ସ୍ୟାଡୋ ଡେ’ କୁହନ୍ତି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଗଷ୍ଟ ୩ ତାରିଖ ଗୁରୁବାର ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୧୨ଟା ୨୩ ମିନିଟ୍‌ରେ ଲୋକେ ନିଜର କୌଣସି ଛାଇ ଦେଖିବାକୁ ପାଇ ନ…

ହାଇଦ୍ରାବାଦ: ମାଲିକ ଭଡ଼ା ଘରେ ଲଗାଇଥିଲେ ଗୁପ୍ତ କ୍ୟାମେରା, ମୋବାଇଲ୍‌ରେ ଦେଖୁଥିଲେ ଯୁବତୀଙ୍କ ଭିଡିଓ; ପୋଲିସ କଲା…

ହାଇଦ୍ରାବାଦରେ ଜଣେ ଘର ମାଲିକଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ଜଣେ ଯୁବତୀଙ୍କୁ ଭଡ଼ାରେ ଦେଇଥିବା କୋଠରୀରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହାର ଆକ୍ସେସ୍‌ ସେ ନିଜ କମ୍ପ୍ୟୁଟର ଏବଂ ମୋବାଇଲରେ ନେଇଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ…

ହାଇଦ୍ରାବାଦ: ସ୍କୁଟିକୁ ଜୋର୍‌ଦାର ଧକ୍କା ଦେଲା BMW, ନିଶାସକ୍ତ ଅବସ୍ଥାରେ କାର୍‌ ଚଲାଉଥିଲେ ମହିଳା

ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଜଣେ ସ୍କୁଟି ଚାଳକଙ୍କୁ ଜୋର୍‌ରେ ଧକ୍କା ଦେଇଛି। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ…

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିଲା, ଜଣେ ଇଞ୍ଜିନିୟରଙ୍କ ସହ ୭ ଶ୍ରମିକ ଆହତ

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ସହ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ସାଗର ରିଙ୍ଗ୍‌ ରୋଡ୍‌ରେ ଥିବା ଟ୍ରାଫିକ୍‌ ଛକରେ ଘଟିଛି। ଏଠାରେ ଫ୍ଲାଏଓଭର…

ପ୍ରଥମେ ଗର୍ଭପାତ କରାଇଲେ, ପରେ କଲେ ହତ୍ୟା…ପୂଜାରୀ ମନ୍ଦିର ପଛପଟେ ପୋତିଦେଲେ ପ୍ରେମିକାର ମୃତଦେହ

ହାଇଦ୍ରାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୂଜାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ମନ୍ଦିର ପଛରେ ପୋତି ଦେଇଛନ୍ତି। କୁହାଯାଉଛି କି, ସାଇକୃଷ୍ଣା ନାମକ ପୂଜାରୀ ଏବଂ ଅପ୍‌ସରା ନାମ୍ନୀ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ବଡ଼ କଥା ହେଉଛି ଯେ ପୂଜାରୀ…

୨ ବର୍ଷ ତଳେ ଚିକେନ୍‌ ବିରିୟାନିରୁ ବାହାରିଥିଲା ଜିଅନ୍ତା ଅସରପା, ଏବେ ରେଷ୍ଟୁରାଣ୍ଟ ଗଣିବ ୨୦,୦୦୦ ଟଙ୍କା ଜରିମାନା

ହାଇଦ୍ରାବାଦରେ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରୁ ଚିକେନ ବିରିୟାନି ଅର୍ଡର କରିଥିଲେ। ଯେତେବେଳେ ଘରେ ପାର୍ସଲ୍ ପହଞ୍ଚିଥିଲା, ତ ବ୍ୟକ୍ତି ଜଣକ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ବିରିୟାନିରେ ଏକ ଜିଅନ୍ତା ଅସରପା ବୁଲୁଥିଲା। ଏହି ମାମଲା ପାଖାପାଖି ୨ ବର୍ଷ ତଳର। କିନ୍ତୁ ଏବେ ଦୁଇ…