ମହିଳାଙ୍କ ଶରୀରରେ ଅଧିକ ମାତ୍ରାରେ ପୁରୁଷ ହରମୋନ୍ କ୍ଷରଣ ହେବାକୁ ହାଇପର ଏଣ୍ଡ୍ରୋଜେନିଜମ୍ କୁହାଯାଏ। ଏହି ସମସ୍ୟା ଦେଖାଯାଉଥିବା ମହିଳାଙ୍କଠାରେ କେଶ ଝଡ଼ିବା, ମୁହଁରେ ବ୍ରଣ, ତ୍ୱଚାରେ…