ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରତିଦିନ ପିଅନ୍ତୁ ପଇଡ ପାଣି, ମିଳିବ ଶୀଘ୍ର ଆରାମ
ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ପଇଡପାଣି ମଧ୍ୟ ସହାୟକ ହୋଇଥାଏ। ଏହିପରି ଅନେକ ଉପାଦାନ ପଇଡ ପାଣିରେ ମିଳିଥାଏ ଯାହା ବର୍ଦ୍ଧିତ ରକ୍ତ ଚାପକୁ ତୁରନ୍ତ ନିୟନ୍ତ୍ରଣ…