Browsing Tag

Hyundai

ଖୁବ୍ ଶୀଘ୍ର ଲଞ୍ଚ ହେବ Hyundai ର ଏକ ଜବରଦସ୍ତ ଇଲେକ୍ଟ୍ରିକ୍ କାର୍, ସିଙ୍ଗଲ ଚାର୍ଜରେ ଦେବ ୪୯୬କିମିର ରେଞ୍ଜ

୨୦୨୬ ରେ ନିଜର ନୂଆ ଇଲେକ୍ଟ୍ରିକ୍ କାର୍ Hyundai Ioniq 3 ର ପର୍ଦା ଉଠାଇବାକୁ ଯାଉଛି Hyundai । ଏହି କାରଟି ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ହୋଇଛି, ଯେଉଁମାନେ କମ୍ ପ୍ରାଇସରେ ଭଲ ରେଞ୍ଜ ଏବଂ ମର୍ଡନ ଫିଚର୍ସ ଥିବା ଏକ ଇଲେକ୍ଟ୍ରିକ୍ କାର୍ ଖୋଜିଥାନ୍ତି । ବର୍ତ୍ତମାନ, ଏହାକୁ ୟୁରୋପୀୟ…

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ Hyundai Bayon SUV, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ଭାରତରେ SUV ସେଗମେଣ୍ଟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି । Hyundai ଏହାର ପରବର୍ତ୍ତୀ କ୍ରସଓଭର SUV Bayon ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଅନେକ ଅନ୍ତର୍ଜାତୀୟ ବଜାରରେ ପୂର୍ବରୁ ଉପଲବ୍ଧ, ଏହି SUV ଏବେ ୨୦୨୬ ମଧ୍ୟଭାଗ ସୁଦ୍ଧା ଭାରତରେ ଲଞ୍ଚ କରାଯାଇପାରିବ । Hyundai…

ଆସିବ Hyundaiର ନୂଆ ଇଭି, ସିଙ୍ଗଲ ଚାର୍ଜରେ ୯୦୦ କିଲୋମିଟର ରେଞ୍ଜ ଦେବ ଏହି ଇଲେକ୍ଟ୍ରିକ୍‌ କାର

ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍‌ ଗାଡ଼ିର ବହୁତ ଚାହିଦା ରହିଛି । ପେଟ୍ରୋଲ ଏବଂ ଡିଜଲେ କାର ବ୍ୟତୀତ ବଜାରରେ ଇଲକେ୍ଟ୍ରିକ୍ କାର୍ ଲଞ୍ଚ କରାଯାଉଛି । Hyundai କମ୍ପାନୀ ଇଲକେ୍ଟ୍ରିକ୍ କାର ପ୍ରସ୍ତୁତ କରିବାରେ ଲାଗିପଡ଼ିଛି । ଏହା ବ୍ୟତୀତ ଗାଡ଼ିଗୁଡ଼ିକୁ ହାଇବ୍ରିଡ୍ ମୋଡରେ ଆଣିବା ପାଇଁ Hyundai…

କେବେ ଲଞ୍ଚ ହେବ Creta EV ? Hyundai ନେଲା ବଡ଼ ପଦକ୍ଷେପ

ଭାରତରେ Hyundaiର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର କ୍ରେଟା ବର୍ତ୍ତମାନ ଇଲେକ୍ଟ୍ରିକ୍‌ ଭର୍ସନରେ ଆସିବା ପାଇଁ ପ୍ରସ୍ତୁତ ହେଉଛି । ଚେନ୍ନାଇରେ ଥିବା ଏହି କମ୍ପାନୀର ପ୍ଲାଣ୍ଟରେ ଡିସେମ୍ବର ୨୦୨୪ରୁ କ୍ରେଟାର ଇଲେକ୍ଟ୍ରିକ୍‌ ଭର୍ସନର ପ୍ରଡକ୍ସନ ଆରମ୍ଭ ହୋଇପାରେ । ଏହା Hyundaiର ଭାରତରେ…

ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେଲା ନୂଆ ହୁଣ୍ଡାଇ Elantra N, ଜାଣନ୍ତୁ କେମିତି ରହିଛି ଡିଜାଇନ୍‌

ହୁଣ୍ଡାଇ ନିଜର 'N' ବ୍ରାଣ୍ଡର ଅଷ୍ଟମ ଆନିଭର୍ସରି ସେଲିବ୍ରେଟ କରିବା ଅବସରରେ ଗ୍ଲୋବାଲ ମାର୍କେଟରେ ନୂଆ Hyundai Elantra N ସେଡାନ ଲଞ୍ଚ କରିଛି । ଏହି କାର ଦକ୍ଷିଣ କୋରିଆର ଆଭାଣ୍ଟେ ଏନ ଏବଂ ଅଷ୍ଟ୍ରେଲିଆରେ i30 ସେଡାନ୍ N ଭାବରେ ବିକ୍ରି କରାଯିବ । ହୁଣ୍ଡାଇ N ସିରିଜ୍ ଗାଡିକୁ ପସନ୍ଦ…

ବଜାରକୁ ଆସୁଛି ନୂଆ Hyundai EXTER, ପାଞ୍ଚଟି ଭାରିଆଣ୍ଟରେ ହେବ ଉପଲବ୍ଧ

କେନ୍ୟୁଜ୍‌(ବ୍ୟୁରୋ): ଆଉଟଡୋର ଟ୍ରାଭେଲ ପାଇଁ ପସନ୍ଦର କାର ହୋଇଥାଏ Hyundai EXTER । ଏହି କାର ମର୍ଡେନ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜାଇନ କରାଯାଇଛି । ଏହାସହ ଆକ୍ଟିଭ ଓ ଟ୍ରେଣ୍ଡି ଲାଇଫ ଷ୍ଟାଇଲ ଆଧାରରେ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି । Hyundai SUV କ୍ଷେତ୍ରରେ ଏହି କାରରେ…

EV ପାଇଁ ଏବେ Hyundaiର ନୂଆ ପ୍ଲାନ, ଦେଶର ପ୍ରମୁଖ ରାଜମାର୍ଗରେ ଲାଗିବ Ultrafast Charging Stations

ସାରା ଦୁନିଆରେ ଇଲେକଟ୍ରିକ ବାହନର ବ୍ୟବହାର ଜୋରସୋରରେ ବଢ଼ି ଚାଲିଛି। ବାତାବରଣକୁ ସ୍ୱଚ୍ଛ ରଖିବା ଏବଂ ମହଙ୍ଗା ପେଟ୍ରୋଲ-ଡିଜେଲ ଠାରୁ ରକ୍ଷା ପାଇବା ପାଇଁ ଲୋକ ଇଲେକଟ୍ରିକ ବାହନ ଆଡକୁ ବେଶ୍‌ ରୂଚି ରଖୁଛନ୍ତି। ଇଲେକଟ୍ରିକ କାରର କ୍ରେଜ୍‌ ଲଗାତର ସାରା ଦୁନିଆର ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି।…

ହ୍ୟୁଣ୍ଡାଇ ଲଞ୍ଚ୍‌ କଲା ‘myHyundai’ ଆପ୍‌, ଏବେ ଗ୍ରାହକଙ୍କୁ ମିଳିବ ଏହି ସର୍ଭିସ ଏବଂ ବେନିଫିଟ୍ସ

ହ୍ୟୁଣ୍ଡାଇ ମୋଟର ନିଜର ଓ୍ଵାନ-ଷ୍ଟପ୍‌ ମୋବଇଲ ଆପ୍ଲିକେସନ ‘ମାଇଁ ହ୍ୟୁଣ୍ଡାଇ’ ଲଞ୍ଚ୍‌ କରିଛି। ଯାହାକୁ ହ୍ୟୁଣ୍ଡାଇର ଗ୍ରାହକଙ୍କୁ ପ୍ରଡକ୍ଟ, ସର୍ଭିିସ ଏବଂ ବେନିଫିଟ୍ସ ପାଇଁ ଏକ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମ ଆଡକୁ ବିକଶିତ କରାଯାଇଛି। ଏହି ପ୍ଲାଟଫର୍ମର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାହକଙ୍କ ଅନୁଭବକୁ…

ଚଳିତ ବର୍ଷ ହୁଣ୍ଡାଇ ଭେନ୍ୟୁ ର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଛି, ଶୀଘ୍ର ହେବ ଲଞ୍ଚ

ଚଳିତ ବର୍ଷ ୨୦୨୨ରେ ହୁଣ୍ଡାଇ ଭେନ୍ୟୁ ର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରି ଫେସଲିଫ୍ଟ ଭେନ୍ୟୁ ରେ କେବଳ କିଛି ସିଲେକ୍ଟିଭ ଭାରିଏଣ୍ଟ କୁ ବିକ୍ରି ପାଇଁ ଉପଲବବ୍ଧ କରାଯାଇଛି। ଲିମିଟେଡ ଆଇଟମ ଉପରେ କମ୍ପାନୀ ସେଲ ପ୍ରୋଗ୍ରାମ ଆରମ୍ଭ କରିଛି। ଏହାର ଡିସିଟି ଓ ଆଇଏମଟି ଭର୍ସନ କୁ…

ହୁଣ୍ଡାଇ କ୍ରେଟା Night Editionର ଟିଜର ହେଲା ରିଲିଜ, ଦିଓ୍ଵାନା କରିଛି ଏହାର ଶାନଦାର ଲୁକ

ହୁଣ୍ଡାଇ ଇଣ୍ଡିଆ ନିକଟରେ Creta SUVର Night Edition ଲଞ୍ଚ କରିଛି। ଏବେ କମ୍ପାନୀ ଏବେ ଏହି କାରର ଟିଜର ମଧ୍ୟ ରିଲିଜ କରିସାରିଛି। ଏହାର ଲୁକ କୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଷ୍ଟାଣ୍ଡାର୍ଡ କ୍ରେଟା ତୁଳନାରେ ଏହି ନୂଆ ସ୍ପେଶାଲ ଏଡିସନର ଲୁକ ରହିଛି ଜବରଦସ୍ତ ।…

ନୂଆବର୍ଷରେ ହୁଣ୍ଡାଇ ଇଣ୍ଡିଆ ଆଣିଛି ଦମଦାର ଅଫର, ଏବେ କାର ମଡେଲ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଫସ ଦେଉଛି…

କାର୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହୁଣ୍ଡାଇ ଇଣ୍ଡିଆ ଫେବୃଆରୀ ୨୦୨୨ରେ ନିଜର ପୁପୁଲାର କାର ଉପରେ ବଢ଼ିଆ ଅଫର ରଖିଛି। ଏଥିରେ କ୍ୟାସ ଡିକାଉଣ୍ଟ ସହ ଏକ୍ସଚେଞ୍ଜ ବୋନସ୍‌ ଏବଂ କର୍ପୋରେଟ ଡିସକାଉଣ୍ଟ ଦିଆହେଉଛି। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ତରଫରୁ ଏହି ଅଫର…

ଭାରତରେ ପ୍ରଦର୍ଶିତ ହେଲା ହୁଣ୍ଡାଇର ଇଲେକଟ୍ରିକ କାର Ioniq 5, ସିଙ୍ଗଲ ଚାର୍ଜରେ ଯିବ ୪୮୦ କିଲୋମିଟର

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ହୁଣ୍ଡାଇ ଆଜି ଗୁରୁଗ୍ରାମରେ ନିଜର ନୂଆ ମୁଖ୍ୟାଳୟର ଉଦଘାଟନ କରାଯାଇଛି। ଏହି ସମୟରେ କମ୍ପାନୀର ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ହେଉଥିବା ମଡେଲ ର ପ୍ରଦର୍ଶନ କରାଯିବ। ଏଥିରେ ହୁଣ୍ଡାଇର ନୂଆ ଇଲେକଟ୍ରିକ କାରକୁ ମଧ୍ୟ ସାମିଲ କରାଯାଇଛି।…