ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେଲା ନୂଆ ହୁଣ୍ଡାଇ Elantra N, ଜାଣନ୍ତୁ କେମିତି ରହିଛି ଡିଜାଇନ୍
ହୁଣ୍ଡାଇ ନିଜର 'N' ବ୍ରାଣ୍ଡର ଅଷ୍ଟମ ଆନିଭର୍ସରି ସେଲିବ୍ରେଟ କରିବା ଅବସରରେ ଗ୍ଲୋବାଲ ମାର୍କେଟରେ ନୂଆ Hyundai Elantra N ସେଡାନ ଲଞ୍ଚ କରିଛି । ଏହି କାର ଦକ୍ଷିଣ କୋରିଆର ଆଭାଣ୍ଟେ ଏନ ଏବଂ ଅଷ୍ଟ୍ରେଲିଆରେ i30 ସେଡାନ୍ N ଭାବରେ ବିକ୍ରି କରାଯିବ । ହୁଣ୍ଡାଇ N ସିରିଜ୍ ଗାଡିକୁ ପସନ୍ଦ…