Browsing Tag

ias reshuffle

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମଧ୍ୟ ତୁଲାଇବେ । ସେହିପରି ପ୍ରେମ ଚନ୍ଦ୍ର ଚୌଧୁରୀ…

ଆଇଏଏସ ସ୍ତରରେ ଅଦଳବଦଳ, ସୁଧାଂଶୁ ମୋହନ ସାମଲ ହେଲେ ଓଏମସି ଲିମିଟେଡର ଏମଡି

ଭୁବନେଶ୍ୱର : IAS ସ୍ତରରେ ଅଦଳବଦଳ। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚିବ ଦାୟିତ୍ବ । ଯାମିନୀ ଷଡ଼ଙ୍ଗୀ ହେଲେ ସିଟି ଜିଏସଟି କମିଶନର। ସୁଧାଂଶୁ ମୋହନ ସାମଲଙ୍କୁ ଓଏମସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଇନ୍ଦ୍ରମଣି ତ୍ରିପାଠୀ ହେଲେ ଶ୍ରମ କମିଶନର…

IAS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର : IAS ସ୍ତରରେ ବଡ଼ଧରଣର ଅଦଳବଦଳ । ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ୧୯୯୧ ବ୍ୟାଚର IAS ସତ୍ୟବ୍ରତ ସାହୁ । ଦେଓରଞ୍ଜନ କୁମାର ସିଂ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ACS । ଦେଓରଞ୍ଜନ କୁମାର ସିଂଙ୍କୁ SRC ଭାବେ ଅତିରିକ୍ତ ଦାୟିତ୍ବ ।…

ଆଇଏଏସ ସ୍ତରରେ ଅଦଳବଦଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି

ଭୁବନେଶ୍ୱର: ଆଇଏଏସ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୭ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ହେଲେ ବିଜୟ କୁମାର ଦାସ । ବରଗଡ଼ ଜିଲ୍ଲାପାଳ ଥିବା ମୋନିଷା ବାନାର୍ଜୀଙ୍କୁ ସାମାଜିକ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳ ଥିବା…

ରାଜ୍ୟର IAS ସ୍ତରରେ ଛୋଟ ଧରଣର ଅଦଳବଦଳ

ରାଜ୍ୟର IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଯାମିନୀ ଷଡ଼ଙ୍ଗୀ ହେଲେ OAVS ପ୍ରକଳ୍ପ ନିର୍ଦ୍ଦେଶକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ହେଲେ ଅତିରିକ୍ତ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା । ଶ୍ରୀବେଦଭୂଷଣଙ୍କୁ ସମ୍ବଲପୁର…

IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ ମିଳିଲା

କେନ୍ୟୁଜ୍(ବ୍ୟୁରୋ):  ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ ସତ୍ୟବ୍ରତ ସାହୁ। ସେ ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସହ ଅତିରିକ୍ତ ଭାବେ ଏସ୍‌ଆର୍‌ସି ଭାବେ ଦାୟିତ୍ୱରେ ଅଛନ୍ତି। ଏବେ ପୁଣି ଅତିରିକ୍ତ…

ଖୁବଶୀଘ୍ର ରାଜ୍ୟରେ ହୋଇପାରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର (କେନ୍ୟୁଜ): ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇପାରେ । ପ୍ରଦୀପ ଜେନା ମୁଖ୍ୟ ସଚିବ ଓ ଅନୁ ଗର୍ଗ ଉନ୍ନୟନ କମିଶନର ନିଯୁକ୍ତ ହେବା ପରେ ଏହି ସମ୍ଭାବନା ବଢ଼ିଛି । ପ୍ରଦୀପ ଜେନା ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ସ୍ୱତନ୍ତ୍ର…

ଆଇଏଏସ ସ୍ତରରେ ହୋଇପାରେ ଛୋଟ ଧରଣର ଅଦଳବଦଳ, ଚଳିତ ମାସରେ ଅବସର ନେବେ ୩ ବରିଷ୍ଠ ଆଇଏଏସ ଅଫିସର

ଭୁବନେଶ୍ବର(କେନ୍ୟୁଜ୍): ଚଳିତ ମାସରେ ଅବସର ନେଉଛନ୍ତି ୩ ବରିଷ୍ଠ ଆଇଏଏସ ଅଫିସର । ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢୀ ଚଳିତ ମାସରେ ଅବସର ନେବେ। ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଅଛନ୍ତି। ଏହା…

ଆଇଏଏସ୍‌ ସ୍ତରରେ ଅଦଳବଦଳ, ନଜର ପକାନ୍ତୁ କିଏ କେଉଁଠିକୁ ହେଲେ ବଦଳି

ଆଇଏଏସ୍‌ ସ୍ତରରେ କ୍ଷୁଦ୍ର ଧରଣର ଅଦଳବଦଳ। ରାଜ୍ୟ ସରକାରଙ୍କ  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି  ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ଜିଲ୍ଲାପାଳଙ୍କର ବଦଳି ହୋଇଛି। ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଓଡ଼ିଶା ରାଜ୍ୟ ମେଡିକାଲ ନିଗମରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି…

ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅରବିନ୍ଦ ପାଢ଼ୀ ହେଲେ କୃଷି ସଚିବ । ସେ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଦାୟିତ୍ୱ ବି ତୁଲାଇବେ । ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅଓ୍ଵସ୍ତି ଏସ୍‌. ହେଲେ ଗଣଶିକ୍ଷା ସଚିବ । ସଞ୍ଜୟ କୁମାର ସିଂ…

୩ ମହାନଗର କମିଶନରଙ୍କୁ ବଦଳି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ୩ ମହାନଗର ନିଗମ କମିଶନର। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ପାଇଁ ନୂଆ କମିଶନରଙ୍କୁ ନିଯୁକ୍ତି ମିଳିଛି । ବିଏମ୍‌ସି କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ । ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ। ସେହିପରି ସିଏମ୍‌ସି କମିଶନର ଭାବରେ ନିଖିଲ ପଓ୍ଵନ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କେଉଁଠାକୁ ହେଲେ ବଦଳି

କେନ୍ୟୁଜ୍(ବ୍ୟୁରୋ):  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହେଲେ ଭୁବନେଶ୍ବର ମ୍ୟୁନିସପାଲ କର୍ପରେସନର କମିଶନର । ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମ ଜିଲ୍ଲାପାଳ…