Browsing Tag

Ias

ଛାଡ଼ପତ୍ରର ପ୍ରକୃତ କାରଣ କଣ? IAS ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଏହି ପ୍ରଶ୍ନ, ଯାହାର ଉତ୍ତର କେହି ଦେଇପାରିନଥିଲେ

ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ଖୁବ ଟଫ୍‌ ହୋଇଥାଏ। ମାତ୍ର ଏହି ପରୀକ୍ଷା ପାସ କରିବା ପରେ ହିଁ ଜଣେ ଅଫିସର ହୋଇଥାଏ।ତେବେ କେବଳ ଲିଖିତ ପରୀକ୍ଷା ନୁହେଁ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ମଧ୍ୟ ପାସ କରିବା ଜରୁରୀ ହୋଇଥାଏ। ୟୁପିଏସସିରେ ଏହି ପ୍ରଶ୍ନ ଖୁବ ଚର୍ଚ୍ଚାରେ…

IAS ଅଫିସର ହେବାକୁ ଛାଡ଼ିଥିଲେ ରେଲୱେ ଚାକିରି, ଆସନ୍ତୁ ଜାଣିବା କେତେ ସଂଘର୍ଷମୟ ଥିଲା ଅଭିଷେକ ସରାଫଙ୍କ ଯାତ୍ରା

ଆଇଏଏସ୍‌ ପରୀକ୍ଷାରେ ସଫଳ ହେବା ସମସ୍ତ ଭାଗ୍ୟରେ ନଥାଏ। ଏଥିପାଇଁ ରାତି ରାତି ଅନିଦ୍ରା ହେବାକୁ ପଡ଼ିଥାଏ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ହିଁ ଜଣେ ପ୍ରଶାସନିକ ଅଧିକାରୀ ହୋଇଥାଏ। ଅଦମ୍ୟ ଇଚ୍ଛା ଶକ୍ତି ତଥା ନିଷ୍ଠା ବଳରେ ଆଇଏଏସ୍‌ ଅଫିସର ହୋଇଥିବା ସେଭଳି ଜଣେ ବ୍ୟକ୍ତିତ୍ୱ…

ରାଜ୍ୟ ପ୍ରଶାସନିକ ସ୍ତରରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କେଉଁ ଜିଲ୍ଲାପାଳ କେଉଁଠାକୁ ବଦଳି ହେଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱତନ୍ତ୍ର ପ୍ରକଳ୍ପ, ପିଆର ଏବଂ ଡିବ୍ଲୁ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ।…

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ ପାଇଲେ କେଉଁ ପାହ୍ଯା ?

ଭୁବନେଶ୍ବର: ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅନୁ ଗର୍ଗ ହେଲେ ଜଳସମ୍ପଦ ସଚିବ । ଏହା ସହ WCD ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ଅନୁ ଗର୍ଗ । ରାଜକୁମାର ଶର୍ମା ହେଲେ ଆଗ୍ରୀକଲଚର ପ୍ରଡକ୍ସନ କମିଶନର । ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ । CDAର ଚେୟାରମ୍ୟାନ୍‌…

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ହେଲେ ୬ ଜଣ ଆଇଏଏସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍‌ ନିଯୁକ୍ତ । ଅତିରକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ପାହ୍ୟାର ୬ ଜଣ ଅଧିକାରୀ ବିଏମ୍‌ସର ତିନିଟି ଜୋନ୍‌ ଦାୟିତ୍ୱରେ ରହିବେ । ରଞ୍ଜନା ଚୋପ୍ରା, ବିଷ୍ଣୁପଦ ସେଠୀ, ଏସ୍‌କେ ଲୋହାନୀ, ଶାଶ୍ୱତ ମିଶ୍ର, ଅଶୋକ କୁମାର ମୀନା…

ରିମାଣ୍ଡ ଅବଧି ଶେଷ ପରେ ଝାରପଡା ଜେଲ ଗଲେ IAS ବିଜୟକେତନ ଉପାଧ୍ୟାୟ, ୧୩ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

କେନ୍ୟୁଜ୍(ବ୍ୟୁରୋ): ସରିଲା ରିମାଣ୍ଡ ଅବଧି । ଝାରପଡ଼ା ଜେଲ ଗଲେ ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ । ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ…

ବଡ ବାବୁ ବିଜୟ ଉପାଧ୍ୟାୟଙ୍କ ଘଟଣାରେ ଭିଜିଲାନ୍‌ସ ହାତରେ ନୂଆ ତଥ୍ୟ,  ବଡ ଧରଣର ଟଙ୍କା ହେରଫେରର ମିଳିଲା ଆଭାସ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍‌ସ ଖୋଳତାଡ଼ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । ଉଦ୍ୟାନ କୃଷି ବିଭାଗର ଆକାଉଣ୍ଟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ପ୍ରାୟ ୩୦ କୋଟି ଟଙ୍କାକୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି।…

ଭିଜିଲାନ୍‌ସ ଦ୍ବାରା  ଗିରଫ ହୋଇଥିବା ଆଇଏଏସଙ୍କ ବଡ ବୟାନ, କହିଲେ ବିଭାଗୀୟ ଅଧିକାରୀ ତାଙ୍କୁ ଫସାଇ ଦେଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କୁ ଭିଜିଲାନ୍‌ସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟକେତନ କହିଛନ୍ତି,…

୨ ବର୍ଷର ପୁଅ ଓ ପରିବାରର ଦାୟିତ୍ୱ ସମ୍ଭାଳି ବି ଆଇଏଏସ ଅଧିକାରୀ ହୋଇପାରିଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ…

କେନ୍ଦ୍ରୀୟ ଲୋକସେବା ପରୀକ୍ଷାରେ ସଫଳତା ପାଇବା ଏତେଟା ସହଜ ହୋଇନଥାଏ । କେହି କେହି ନିଜ ପ୍ରଥମ ଉଦ୍ୟମରେ ସଫଳତା ପାଇଯାନ୍ତି ତ କାହା କାହାକୁ ସଫଳତା ପାଇବା ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ବିଫଳତାର ସ୍ୱାଦ ଚାଖି ଚାଖି ତ କେହି କେହି ତ ଧର୍ଯ୍ୟହରା ହୋଇ ଭାଙ୍ଗି ପଡନ୍ତି ।…

କାହାର ଦରମା ବେଶି IAS ନା IPS, କିଏ ଅଧିକ ଶକ୍ତିଶାଳୀ ଜାଣନ୍ତୁ

ବହୁ ଶିକ୍ଷିତ ଯୁବ ବର୍ଗଙ୍କ ଜୀବନରେ ଆଇଏଏସ ଓ ଆଇପିଏସ ହେବାର ସ୍ବପ୍ନ ନିଶ୍ଚିତ ରୂପେ ଥାଏ । ବହୁ କଠିନ ପରୀକ୍ଷା ପାସ କରିବା ପରେ ହିଁ ଏହିଭଳି ଏକ ପୋଷ୍ଟରେ ଯୁବ ବର୍ଗ ରହି ପାରନ୍ତି । ଏଥିପାଇଁ ୟୁପିଏସଇ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡେ । ପରେ ସେହି ରାଙ୍କ…

ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଦେଲ ଇସ୍ତଫା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଇସ୍ତଫା ଦେଇଛନ୍ତି। ଦକ୍ଷିଣ କନଡ ଜିଲ୍ଲାର ଡେପୁଟି କମିଶନର ଏସ. ଶଶିକାନ୍ତ ସେନ୍ଥାଲି ଆଜି ଆଇଏସ୍‌ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତେବେ ୨୦୦୯ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡର ଆଇଏଏସ୍‌ ଶଶିକାନ୍ତ ତାଙ୍କ ଇସ୍ତଫା ପତ୍ରରେ…

ମୌଳିକ ସୁବିଧାରୁ ବଞ୍ଚିତ ପଞ୍ଚାୟତବାସୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ଯୁବ ଆଇଏଏସ୍ ଅମ୍ରିତ ଋତୁରାଜ

ସ୍ୱାଧୀନତାର ଦଶନ୍ଧି ପରେ ଦଶନ୍ଧି ବିତିଗଲା । ତଥାପି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ରାୟଗଡା ଜିଲ୍ଳା ଚନ୍ଦ୍ରପୁର ବ୍ଳକର ବିଭିନ୍ନ ପଞ୍ଚାୟତ ବାସିନ୍ଦା। ଦିନେ ମାଓ ସଂଗଠନର ଚରାଭୂଇଁ ପାଲଟିଥିବା ଏସବୁ ସ୍ଥାନରେ ସରକାରୀଙ୍କ ବାବୁଙ୍କ ପାଦ ପଡୁନଥିଲା । ଏବେ ସ୍ଥାନୀୟ ଲୋକଙ୍କ ପାଇଁ…