Browsing Tag

ib river

ଇବନଦୀ‌ରେ ପରିବାରର ୩ ଜଣ ନିଖୋଜ ଘଟଣା : ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ

ସୁନ୍ଦରଗଡ଼ (କେନ୍ୟୁଜ): ପରିବାରର ୩ ଜଣଙ୍କ ସଲିଳ ସମାଧି । ନଦୀରୁ ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି । ଭିକ୍ଟିମ୍ ଲୋକେସନ୍ କ୍ୟାମେରାରେ ଠାବ ପରେ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ ।…

ସୁନ୍ଦରଗଡ଼ ଇବ୍ ନଦୀରୁ ମିଳିଲା ଦୁଇ ଜଣଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଇବ୍ ନଦୀରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ଅନ୍ୟଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି । ଗତକାଲି ପରିବାର ସହ ଭୋଜି କରିବାକୁ ଯାଇଥିବା ବେଳେ ୩ ଜଣ ଇବ୍ ନଦୀରେ ଭାସି ଯାଇଥିଲେ । ସଦର ଥାନା ସେମିନା ନିକଟରେ ଇବ୍ ନଦୀରେ ବଡ଼ି ଯାଇଥିଲେ ।…

ସୁନ୍ଦରଗଡ଼: ବିଭତ୍ସ ହତ୍ୟାକାଣ୍ଡ, ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର

ସୁନ୍ଦରଗଡ(କେନ୍ୟୁଜ୍): ସଦର ଥାନା ବନ୍ଧପାଲି ନିକଟସ୍ଥ ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ସଂପୃକ୍ତ ଯୁବକଙ୍କ କଟା ମୁଣ୍ଡ ଓ ଗୋଟିଏ ଗୋଡ ଉଦ୍ଧାର କରାଯାଇଛି। ଆଜି ସକାଳେ ପାଣି ଭିତରୁ ଏକ ହାତ ଓ ଏକ ଗୋଡକୁ ଉଦ୍ଧାର କରାଯାଇଛି। ମୃତକ ଜଣକ…