IBPS ୪୦୦୦ରୁ ଅଧିକ ପଦବୀ ଭର୍ତ୍ତି ପାଇଁ ବଢିଲା ତାରିଖ, ଆବେଦନ କରିନଥିଲେ ତୁରନ୍ତ କରନ୍ତୁ
ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । IBPS ଅଧିନରେ କ୍ଲର୍କ ଭର୍ତ୍ତି ପାଇଁ ଆଉ ଏକ ସୁବର୍ଣ୍ଣ ସୁଯୋଗ । ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ରହିଥିଲା, ଯାହାକୁ ଏବେ ବଢାଇ ଦିଆଯାଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ ରହିଛି ।…