ବାବର ଆଜମଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନରେ ସମ୍ମାନିତ କଲା ଆଇସିସି
ବାବର ଆଜମଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନରେ ସମ୍ମାନିତ କରିଛି ଆଇସିସି । ସମଗ୍ର ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପଛରେ ପକାଇ ଏହି ଆଓ୍ଵାର୍ଡ ଜିତିଛନ୍ତି ବାବର । ସେ ୨୦୨୨ ବର୍ଷରେ ପାକିସ୍ତାନ ପାଇଁ ଏକାଧିକ ମ୍ୟାଚ୍ ୱିନିଂ ଇନିଂସ ଖେଳିଥିଲେ। ସେ ୨୦୨୨ରେ ୩ଟି ଶତକ ସହ ୮୪.୮୭…