Browsing Tag

ICC T-20 world cup

କ୍ରିକେଟ ଫ୍ୟାନ୍ସ ହେବେ ନିରାଶ, ଟେଷ୍ଟ କ୍ରିକେଟରୁ ଅବସର ନେବେ ଡେଭିଡ୍‌ ଓ୍ଵାର୍ଣ୍ଣର

କେନ୍ୟୁଜ୍‌ ବ୍ୟୁରୋ: ଟି-୨୦ ବିଶ୍ୱକପ ଶେଷ ହୋଇଛି, ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ବିଶ୍ୱକପ ବିଜେତା ହୋଇଛି । ଏହି ବିଶ୍ୱକପ ସମସ୍ତଙ୍କୁ ଏକ ନିଆରା ଅନୁଭୂତି ଦେଇଛି ଏବଂ ବହୁତ କିଛି ଶିଖେଇଛି । ଏହି ବିଶ୍ୱ କପ ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ୍‌ ଓ୍ଵାର୍ଣ୍ଣର କ୍ରିଟେର…

ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର

ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।…

ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କଲା ICC ; ବିରାଟ, ସୂର୍ଯ୍ୟ ଏବଂ ହାର୍ଦ୍ଦିକଙ୍କୁ…

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ICC) ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଶ୍ରେଷ୍ଠ ଟିମ୍‌ ଘୋଷଣା କରିଛି। ଆଇସିସି ୧୨ ଜଣ ଖେଳାଳିଙ୍କୁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦେଇଛି। ଏହି ଟିମରେ ୪ ଜଣ ଇଂଲଣ୍ଡ ଖେଳାଳିଙ୍କୁ ସ୍ଥାନ ଦେଇଥିବା ବେଳେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି।…

କିଏ ଏହି ଜାନକୀ ଈଶ୍ୱର ? ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଉଦ୍‌ଯାପନୀ ସମାରୋହରେ ଧମାଲ ମଚାଇଲେ ଏହି କୁନି ଗାୟିକା

କେନ୍ୟୁଜ୍‌: ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଦିନ ପାକିସ୍ତାନ- ଇଂଲଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଜାନକୀ ଈଶ୍ୱର ଟି-୨୦ ବିଶ୍ୱକପର ଉଦ୍‌ଯାପନୀ ସମାରୋହରେ ନିଜର ଯାଦୁଗରି ସଂଗୀତରେ ସମସ୍ତଙ୍କୁ ଝୁମେଇଛନ୍ତି । ମେଲବର୍ଣ୍ଣ ଷ୍ଟାଡିୟମରେ ଏହି…

ଭାଙ୍ଗିଗଲା ପାକିସ୍ତାନର ସ୍ୱପ୍ନ, ଚାମ୍ପିଅନ ଭଳି ଖେଳି ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ ହେଲା ଇଂଲଣ୍ଡ

ଟି-୨୦ ବିଶ୍ୱକପ ବାଜିମାରିନେଲା ଇଂଲଣ୍ଡ। ଭାଙ୍ଗିଗଲା ପାକିସ୍ତାନର ସ୍ୱପ୍ନ । ପାକିସ୍ତାନର ଟି-୨୦ ବିଶ୍ୱକପ ଆଶା ମଉଳିଗଲା । ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଲା ଇଂଲଣ୍ଡ।  ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ଇଂଲଣ୍ଡ। ପାକିସ୍ତାନ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ଵିକେଟ ହରାଇ ଇଂଲଣ୍ଡକୁ…

ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ, ହେଲେ ଭାରତୀୟ ଫ୍ୟାନ୍ସଙ୍କ ମନରେ ନାହିଁ…

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ ମୁକାବିଲାରେ ପରସ୍ପରକୁ ଟକ୍କର ଦେବେ ଇଂଲଣ୍ଡ ଏବଂ ପାକିସ୍ତାନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହି ମହାମୁକାବିଲା ପାଇଁ ଉଭୟ ଟିମ୍‌ ପ୍ରସ୍ତୁତ। ଆଉ ମ୍ୟାଚ୍‌ ପାଇଁ ମଧ୍ୟ ଉତ୍କଣ୍ଠା ଭାବେ ଚାହିଁ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଆଜି ୧.୩୦ରେ…

ବିଶ୍ୱକପରୁ ବାଦ ପଡ଼ିବା ପରେ ବି ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା, ମିଳିବ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଆଓ୍ଵାର୍ଡ

କେନ୍ୟୁଜ୍‌ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ବିଦା ହେବା ପରେ ଖେଳାଳିଙ୍କ ସହିତ ଭାରତୀୟ ପ୍ରଶଂସକଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି । ଗତ ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ୧୦ ଓ୍ଵିକେଟରେ ପରାସ୍ତ ହୋଇ ବିଶ୍ୱକପରୁ ତାର ଯାତ୍ରା ଶେଷ କରିଛି । କିନ୍ତୁ…

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ନୂଆ ଟିମ୍‌ ପ୍ରସ୍ତୁତ କରିବା ଦରକାର: ବୀରେନ୍ଦ୍ର ସେହ୍ଵାଗ

ଟି-୨୦ ବିଶ୍ୱକପ ୨୦୨୨ ସେମି ଫାଇନାଲରୁ ହାରିବା ପରେ ଟିମ୍‌ ଇଣ୍ଡିଆକୁ କଡା ସମାଲୋଚନା କରାଯାଉଛି । କିଛି ଲୋକେ ଟିମର ବ୍ୟାଟିଂ ଆପ୍ରୋଚକୁ ନେଇ ପ୍ରଶ୍ନ କରୁଥିବା ବେଳେ ଅନେକ ଟି-୨୦ ଭଳି ଫର୍ମାଟରେ ସିନିଅର ଖେଳାଳିଙ୍କ ସ୍ଥାନ ନାହିଁ ବୋଲି କହୁଛନ୍ତି। ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି…

ଦନୁଷ୍କା ଗୁଣତିଲକାଙ୍କ ଦୁଷ୍ମର୍ମ ମାମଲାରେ ପୁଣି ସାମ୍ନାକୁ ଆସିଲା ନୂଆ ତଥ୍ୟ, ପୀଡିତାଙ୍କ ଗଳାଚାପି ହତ୍ୟା କରିବାକୁ…

ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡାଦେଶ ଭୋଗୁଛନ୍ତି। ଯୌନ ଉତ୍ପୀଡନ ମାମଲାରେ ପୁଣି ଏକ ନୂଆ ଖୁଲାସା ହୋଇଛି। ଦନୁଷ୍କା ଦୁଷ୍କର୍ମ ପୀଡିତାଙ୍କ ଗଳାଚାପି ମାରିବାକୁ ମଧ୍ୟ ଉଦ୍ୟମ କରୁଥିଲେ ବୋଲି ଖବର ମିଳିଛି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ,…

ଭାରତର ଶୋଚନୀୟ ପରାଜୟରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ଅଜୟ ଜାଡ଼େଜା କହିଲେ, ‘ଘର ଚଳିବା ପାଇଁ ୭ ଜଣ ନୁହେଁ ଜଣେ…

ଆଇସିସି ଟି-୨୦ ୨୨ ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହୋଇଛି । ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ଏକତରଫା ଭାବରେ ହାରିଥିବା ବେଳେ ଏହି ପରାଜୟକୁ ଭାରତୀୟ ପ୍ରଶଂସକ ଏବଂ ପୂର୍ବତନ…

ଭାରତ-ଇଂଲଣ୍ଡ ସମିଫାଇନାଲ ମ୍ୟାଚରେ ଟିମ୍‌କୁ ଫେରିବେ କାର୍ତ୍ତିକ,ରୋହିତ ଦେଲେ ଇସାରା

କେନ୍ୟୁଜ୍‌(ବ୍ୟୁରୋ): ଆଇସିସି ଟି-୨୦ ବିଶ୍ୱକପରେ ଆସନ୍ତା କାଲି ୨ୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମ୍ୟାଚ ହେବାକୁ ଯାଉଥିବା ବେଳେ ଟିମ୍‌ରେ ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ଥଙ୍କ ଚୟନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହି ମ୍ୟାଚ ଏଡିଲେଡ୍‌ରେ ଖେଳାଯିବାକୁ ଥିବା ବେଳେ ରୋହିତ ଦିନେଶ…

ଟିକିଏ ବି ଭୁଲ କଲେ ଟିମ୍‌ ଇଣ୍ଡିଆକୁ ଦବାଇ ଦେବ ଇଂଲଣ୍ଡ, କାଲି ଦ୍ୱିତୀୟ ସେମିଫାଇନାଲ୍‌କୁ ସମସ୍ତଙ୍କ ଅପେକ୍ଷା

ଆଡିଲେଡ୍‌ : କାଲି ନଭେମ୍ବର ୧୦ ତାରିଖ, ଗୁରୁବାର । ଆଇସିସି ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ । ଆଡିଲେଡ୍‌ ଓଭାଲ ଠାରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ୨୦୦୭ ପ୍ରଥମ ଟି୨୦ ବିଶ୍ୱ କପରେ ଚାମ୍ପିଅନ୍‌ ଟ୍ରଫି ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଆଉ ଟ୍ରଫି ଜିତିବାର…