Browsing Tag

ICC T-20 world cup

ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ, ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇଲା

ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଟିମ୍‌ । ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। ଆଜି ସେମିଫାଇନାଲ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୦…

ଟିମ୍‌ ଇଣ୍ଡିଆ ପାଇଁ ପୁଣି ଏକ ଝଟକା ! ରୋହିତଙ୍କ ପରେ ଆହତ ହେଲେ ବିରାଟ କୋହଲି

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର । ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଆହତ ହୋଇଥିବା ଖବର ମିଳିଛି। ନେଟ ପ୍ରାକ୍ଟିସ ବେଳେ ହର୍ଷଲ ପଟେଲଙ୍କ ବଲରେ ବିରାଟ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ, ବିରାଟ ଆହତ ହେବା ପରେ ଅଧାରୁ ନେଟ ପ୍ରାକ୍ଟିସକୁ ଛାଡି…

ପଡିଆର ପ୍ରତିଟି କୋଣରେ ସଟ୍‌ ଖେଳିବାର କଳା ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ, ଏଥିପାଇଁ ଦୁନିଆ ତାଙ୍କୁ କହୁଛି Mr. 360

ଭାରତୀୟ କ୍ରିକେଟ ଟିମ୍‌ର ଉଦୟମାନ ଷ୍ଟାର ବ୍ୟାଟସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ତାଙ୍କ ବ୍ୟାଟିଂରେ ସମସ୍ତ କ୍ରିକେଟ ଫ୍ୟାନ୍ସ ପାଗଳ । ଟି-୨୦ ବିଶ୍ୱକପରେ ଜିମ୍ବାେଓ୍ଵ ବିପକ୍ଷରେ ମାତ୍ର ୨୩ ବଲରେ ୭୧ ରନ୍‌ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଟିମ୍‌ ଇଣ୍ଡିଆ ବିଶ୍ୱକପରେ…

ଟିମ୍‌ ଇଣ୍ଡିଆକୁ ଝଟକା, ସେମିଫାଇନାଲ ପୂର୍ବରୁ ଅଭ୍ୟାସ କରିବା ବେଳେ ଆହତ ହେଲେ ରୋହିତ ଶର୍ମା

ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଅଭ୍ୟାସ କରିବା ବେଳେ ଆହତ ହୋଇଛନ୍ତି ରୋହିତ ଶର୍ମା। ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ…

ଦନୁଷ୍କା ଗୁଣତିଲକାଙ୍କ ଜାମିନକୁ ନାମଞ୍ଜୁର କଲେ କୋର୍ଟ, ଦୁଷ୍କର୍ମ ଅଭିଯୋଗରେ ସିଡନୀରେ ହୋଇଥିଲେ ଗିରଫ

ଶ୍ରୀଲଙ୍କା ଟିମ୍‌ରୁ ବିଦା ହେଲେ ଦନୁଷ୍କା ଗୁଣତିଲକା । ଶ୍ରୀଲଙ୍କା କ୍ରିକେଟର ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଟିମରୁ ବିଦା ହୋଇଛନ୍ତି। ସିଡନୀରେ ଗିରଫ ହେବା ପରେ ଗୁଣତିଲକାଙ୍କ ସମସ୍ୟା ବଢିବାରେ ଲାଗିଛି। ଗୁଣତିଲକାଙ୍କୁ ସିଡନୀ କୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥାପନା…

ପରଦା ପଛର ରିଅଲ ହିରୋ ଡି ରାଘବେନ୍ଦ୍ର, ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଏମିତି କରିଥିଲେ ସାହାଯ୍ୟ

ଚଳିତ ଟି –୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ହେଲେ ନଭେମ୍ବର ୨ ତାରିଖ ଦିନ ଖେଳାଯାଇଥିବା ମ୍ୟାଚରେ ଏମିତି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍‌ କରିଛନ୍ତି। ଏହିଦିନ ମ୍ୟାଚରେ ଭାରତ ସହିତ ବାଂଲାଦେଶର ମ୍ୟାଚ…

ଟି-୨୦ ବିଶ୍ଵକପ : ଜିମ୍ବାୱେକୁ ହରାଇ ଗ୍ରୁପ ୨ର ଶୀର୍ଷରେ ଭାରତ

ମେଲବର୍ଣ୍ଣ : ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ଜିମ୍ବାୱେକୁ ୭୧ ରନରେ ହରାଇଛି ଭାରତ। ଏହା ସହିତ ସେମିଫାଇନାଲ୍‌ରେ ଇଂଲଣ୍ଡ ସହ ମୁକାବିଲା କରିବାକୁ ଯୋଗ୍ୟତା ହାସଲ କରିଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୮୬ ରନ୍‌…

ଅଷ୍ଟ୍ରେଲିଆରୁ ବନ୍ଧା ହେଲେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା, ଦୁଷ୍କର୍ମ ଅଭିଯୋଗରେ ପୋଲିସ କଲା ଗିରଫ

ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ଶ୍ରୀଲଙ୍କା ଟିମକୁ ବଡ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଅଷ୍ଟ୍ରେଲିଆର ସିଡନୀରୁ ଗିରଫ ହୋଇଛନ୍ତି କ୍ରିକେଟର ଦନୁଷ୍କା ଗୁଣତିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ,  ରବିବାର ସକାଳୁ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶ୍ରୀଲଙ୍କା…

ସାଉଥ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ, ସେମିରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ

ଟି-୨୦ ବିଶ୍ୱକପରେ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଛି ନେଦରଲାଣ୍ଡ । ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍ରେ ହରାଇଛି ନେଦରଲାଣ୍ଡ। ଫଳରେ ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଟିମ୍ ବିଶ୍ୱକପରୁ ବାଦ୍‌ ପଡିଛି। ଆଉ ଏହି ମ୍ୟାଚ୍‌ ପାଇଁ ଭାରତ…

ବର୍ଷା ଆଣିଦେଲା ପାକିସ୍ତାନର ବିଜୟ, ୩୩ ରନରେ ହାରିଲା ସାଉଥ ଆଫ୍ରିକା

ସାଉଥ ଆଫ୍ରିକାକୁ ହରାଇଲା ପାକିସ୍ତାନ । ସାଉଥ ଆଫ୍ରିକାକୁ ୩୩ ରନରେ ହରାଇଛି ପାକିସ୍ତାନ। ଗୁରୁବାର ଟି-୨୦ ବିଶ୍ୱ କପରେ ସାଉଥ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। । ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ…

ବିରାଟ କୋହଲି ଭାଙ୍ଗିଲେ ମହେଲା ଜୟବର୍ଦ୍ଧନେଙ୍କ ରେକର୍ଡ, ଟି-୨୦ ବିଶ୍ୱକପରେ ଟପ୍‌ ସ୍କୋରର କୋହଲି

ଟିମ୍‌ ଇଣ୍ଡିଆର ଜବରଦସ୍ତ ବ୍ୟାଟସମ୍ୟାନ୍‌ କିଙ୍ଗ କୋହଲି ବାଲାଂଦେଶ ବିପକ୍ଷରେ ଖେଳି ଜବରଦସ୍ତ ଅର୍ଦ୍ଧଶତକ କରିଥିଲେ। ଆଉ ଏହି ଅର୍ଦ୍ଧଶତକ ଯୋଗୁଁ ବିରାଟ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି। ବିରାଟ ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିନ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ…

ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ, ବିରାଟ ପୁଣି କଲେ କମାଲ୍‌

ଆଡଲେଡ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌। ଏହି ମ୍ୟାଚରେ ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଇଛି ଭାରତ। ଭାରତ ୧୮୪ ରନ୍‌ କରି ୬ ଓ୍ଵିକେଟ ହରାଇଛି। ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ…