ଇଂଲଣ୍ଡ ୨୪୨ ରନ୍ କଲେ ପ୍ରଥମଥର ଜିତିବ ବିଶ୍ୱକପ୍ ଟ୍ରଫି
ଲଣ୍ଡନ୍ : ଲର୍ଡସ ଲଢ଼େଇରେ ଜିତିବ କିଏ ? ଏଇ କଳ୍ପନା ଜଳ୍ପନାରେ ଅଛନ୍ତି କ୍ରିକେଟ୍ ପ୍ରେମୀ । ତା ଭିତରେ ଆୟୋଜକ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ଦଳ ଦେଇଛି ୨୪୨ ରନ୍ର ବିଜୟ ଲକ୍ଷ୍ୟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ପୂରା ୫୦ ଓଭର ଖେଳି ୮ ଓ୍ଵିକେଟ୍ରେ ୨୪୧ ରନ୍…