ଆଇସିସି ଅଲରାଉଣ୍ଡର ରାଙ୍କିଂ: ଶୀର୍ଷ ୫ ସ୍ଥାନରେ ୩ ଭାରତୀୟ, ପ୍ରଥମ ସ୍ଥାନରେ ଜାଡେଜା
ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ କାରଣରୁ ଆଇସିସି ଟେଷ୍ଟ ରାଙ୍କିରେ ଭାରତକୁ ଫାଇଦା ମିଳିଛି । ଏହି ସିରିଜର ୩ଟି ମ୍ୟାଚ ଖେଳ ସରିଛି । ଏହି ସିରିଜରେ ଟିମ୍୨-୧ରେ ଆଗୁଆ ରହିଛି । ଭାରତୀୟ ଟିମର ନଜର ଏବେ ରାଞ୍ଚି ଟେଷ୍ଟ ଉପରେ ରହିଛି । ଆଉ ଏପଟେ ଭାରତୀୟ ଟିମକୁ ଆଇସିସି…