ଗ୍ଲୋବାଲ ୱାର୍ମିଂ ବୃଦ୍ଧିର ସଙ୍କେତ, ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ସବୁଠାରୁ ବଡ଼ ହିମଖଣ୍ଡ
କେନ୍ୟୁଜ୍(ବ୍ୟୁରୋ): ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ସବୁଠାରୁ ବଡ଼ ହିମଖଣ୍ଡ। ବର୍ତ୍ତମାନ ଏହା ୱେଡଲ ସାଗରରେ ଭାସୁଛି। ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ ଏହା ସ୍ପଷ୍ଟ କରିଛି । A-76 ନାଁରେ ପରିଚିତ ଏହି ହିମଖଣ୍ଡର ପରିସୀମା ୪ ହଜାର ୩୨୦ ବର୍ଗ କିଲୋମିଟର। ମଜୋର୍କାର ସ୍ପାନିସ…