ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର, ଅଚଳ ହୋଇଯାଇଥିବା ଅଙ୍ଗପ୍ରତ୍ୟେଙ୍ଗ କାମ କଲା
ଝାଡଖଣ୍ଡ : ଚମତ୍କାର ଦେଖାଇଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଏଠାରେ ଥିବା ଜଣେ ବ୍ୟକ୍ତି ଦୁର୍ଘଟଣା ପରେ ଦୀର୍ଘଦିନ ଧରି…