ଓମିକ୍ରନ୍ ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ମଜଭୁତ ରହେ ଇମ୍ୟୁନିଟି, ICMR ଦେଲା ବଡ଼ ସୂଚନା
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ କରୋନା ସଂକ୍ରମଣ ପରେ ଇମ୍ୟୁନିଟି ସିଷ୍ଟମ୍ର ସ୍ଥିତିକୁ ନେଇ ଆଇସିଏମ୍ଆରର ମହାନିର୍ଦ୍ଦେଶକ ନୂଆ ସୂଚନା…