ରାଉରକେଲା ଗୁଳିମାଡ଼ରେ ଯୁବକ ଗୁରୁତର, ICUରେ ଭର୍ତ୍ତି
ରାଉରକେଲା: ରାଉରକେଲାରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ଘଟିଛି । ଆହତ ଯୁବକ ହେଲେ ବିଜୟ ଲାକ୍ରା । ସେ କାର ଚଳାଇ ଯାଉଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ବିଜୟଙ୍କ ବେକରେ ଗୁଳି ବାଜିଛି । ନିଜ ପୁଅକୁ ଧରି କାର ଚଳାଇ ବିଜୟ ବୁଲିବାକୁ ଯାଇଥିଲେ…