ଗିରଫ ହେଲେ କୋଟିପତି ଇଡକୋ ବାବୁ, ମିଳିଥିଲା ଆଖି ଲାଖି ଯିବା ଭଳି ସମ୍ପତ୍ତି
ଭୁବନେଶ୍ୱର : ଗିରଫ ହେଲେ କୋଟିପତି ଇଡକୋ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ବିଜୟ କୁମାର ଉଦୟସିଂହଙ୍କର ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ଘରର ଗେଟରେ ପ୍ରବେଶ କରିବା…