Browsing Tag

idea

Airtel ଏବଂ Jio ପରେ VI ଲାଇଭ୍‌ କଲା 5G ସର୍ଭିସ, ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ

ଭୋଡାଫୋନ୍-ଆଇଡିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ଏହାର 5G ସର୍ଭିସ ଆରମ୍ଭ କରିଛି । ଏହି ସର୍ଭିସ ଦିଲ୍ଲୀ ଏବଂ ପୁନେର କିଛି ଅଞ୍ଚଳରେ ଆରମ୍ଭ କରାଯାଇଛି । ଏହି ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି । କିନ୍ତୁ ଭୋଡାଫୋନ୍ ଆଇଡିଆ ତରଫରୁ ଏପର୍ଯ୍ୟନ୍ତ କୌଣସି…

ସେପ୍ଟେମ୍ବରରୁ ଗ୍ରାହକଙ୍କୁ ଝଟକା ଦେଇପାରେ ଭୋଡାଫୋନ, ଆଇଡିଆ ଏବଂ ଏୟାରଟେଲ, ପୁଣି ମହଙ୍ଗା ହେବ ପ୍ଲାନ

୨୦୧୯ ଡିସେମ୍ବରରେ ସମସ୍ତ ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କୁ ଝଟକା ଦେଇ ଟାରିଫ୍ ପ୍ଲାନ୍ ମହଙ୍ଗା କରିଦେଇଥିଲେ କିନ୍ତୁ ଏବେ ପୁଣିଥରେ ଗ୍ରାହକଙ୍କୁ ଟଝକା ଦେବେ ଅନେକ ଟେଲିକମ୍‌ କମ୍ପାନୀ। କରୋନା ସଂକ୍ରମଣ ଓ ଲକଡାଉନ ମାଡ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ଉପରେ ମଧ୍ୟ ପଡିଛି । ଏହାର…

Vodafone-idea ର ସବୁଠାରୁ ଶସ୍ତା ପ୍ଲାନ, ପ୍ରତ୍ୟେକ ଦିନ ମାଗଣା କଲିଂ ସହ ପାଇବେ 1GB ଡାଟା

ପ୍ରାୟତଃ ଲୋକଙ୍କ ପାଖରେ ଭୋଡାଫୋନ ସିମ୍‌ ରହିଥିବ। ଅନେକ ଲୋକ ଭୋଡାଫୋନ ଏବଂ ଆଇଡିଆ ସିମ୍‌ ଉପରେ ସମାୟୋଜିତ ସମୁଦାୟ ଆୟ (ଏଜିଆର) ର ବକେୟା ରାଶିକୁ ନେଇ ମଧ୍ୟ ଚିନ୍ତା ହେଉଛି, ଯଦି କମ୍ପାନୀ ଏଜିଆରର ରାଶି ଜମା ନକରନ୍ତି ତେବେ କମ୍ପାନୀ ବନ୍ଦ ହୋଇଯିବ କିନ୍ତୁ ଏଭଳି କିିଛି ହେବ ନାହିଁ,…

Vodafone-ideaର ବମ୍ପର ଅଫର୍‌, ଏବେ ପ୍ରତ୍ୟେକ ଦିନ ୟୁଜର୍ସଙ୍କୁ ମିଳିବ ୩ଜିବି ଡାଟା

ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vodafone-idea) ବଜାରରେ ଏକ ଖାସ୍‌ ଅଫର୍‌ ଲଞ୍ଚ କରିଛନ୍ତି। ଏହି ଅଫର ଜରିଆରେ ଉପଭୋକ୍ତାଙ୍କୁ କମ୍ପାନୀର ୨୪୯ଟଙ୍କା, ୩୯୯ଟଙ୍କା ଏବଂ ୫୯୯ଟଙ୍କାର ପ୍ରିପେଡ ପ୍ଲାନ ସହ ପ୍ରତ୍ୟେକ ଦିନ ୨ଜିବିରୁ ଅଧିକ ଡାଟା ମିଳିବ। ଏହାପୂର୍ବରୁ କମ୍ପାନୀ ଏହି ରିଚାର୍ଜ…

ଗ୍ରାହକଙ୍କ ପାଇଁ Vodafone-idea ଲଞ୍ଚ କରିଛି ଏହି ସବୁ ଶସ୍ତା ପ୍ଲାନ

ଭ।ରତର ଅନ୍ୟତମ ଟେଲିକମ କମ୍ପ।ନୀ ମ।ନଙ୍କ ଭିତରୁ ଭୋଡ଼।ଫୋନ- ଆଇଡ଼ିଆ ଅନ୍ୟତମ । ଏହି କମ୍ପ।ନୀ ଅଧିକରୁ ଅଧିକ ଗ୍ର।ହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବ। ପ।ଇଁ ନୂଆ ନୂଆ ପ୍ରିପେଡ଼ ପ୍ଲ।ନ ଗୁଡିକୁ ବଜ।ରରେ ପ୍ରବେଶ କରୁଛି । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗ ସମେତ ଡ।ଟ।ର ସୁବିଧ। ମଧ୍ୟ ମିଳୁଛି ।…