ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ କରିପାରେ ଭିଜିଲାନ୍ସ ! ଦୀର୍ଘ ସମୟ ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ…
ଭୁବନେଶ୍ବର: ଭିଜିଲାନ୍ସ କବଳରେ ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ପାଠକ । ମୁମ୍ବାଇରୁ ଆକାଶକୁ ଭୁବନେଶ୍ୱର ଆଣିବା ପରେ ସରକାରୀ ବାସଭବନରେ ବାପ-ପୁଅଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଜଣଙ୍କ ଜେରା କରାଯାଇଥିଲା ।
ଏହାପରେ ଅଭୟ କାନ୍ତ ପାଠକ, ପୁଅ…