ଥାନା ଅଧିକାରୀଙ୍କ ଘର ଉପରେ ଅକ୍ରମଣ, ଟେକା ପଥର ଫିଙ୍ଗିବା ସହ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ
ନରସିଂପୁର (କେନ୍ୟୁଜ): ପୋଲିସ୍ ଉପରେ ଆକ୍ରମଣ । ଗତକାଲି ବିଳମ୍ବିତ ରାତ୍ରୀରେ କଟକ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଗାଡ଼ି ଭାଙ୍ଗିଛନ୍ତି । ଏହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି । କଟକ ଅତିରିକ୍ତ ଏସପି…