Browsing Tag

iic dismiss

ବହିଷ୍କୃତ ହେଲେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ

କଟକ (କେ.ନ୍ୟୁଜ): ବହିଷ୍କୃତ ହେଲେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା। ଆଜି ପୋଲିସ ଡ଼ିଜି ସୁନୀଲ ବଂସଲ ତାଙ୍କୁ ବହିଷ୍କାର କରିଛନ୍ତି। ମାନସୀଙ୍କ ନାଁରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି। ସମ୍ବଲପୁର ଭିଜିଲାନ୍ସ ଇନିସ୍ପେକ୍ଟର ଥାଇ ସେ ଲାଞ୍ଚ ମାଗିଥିଲେ। ଏ ନେଇ ମେ ୧୩…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ନିଲମ୍ବିତ ପୂର୍ବତନ IICଙ୍କୁ ବହିଷ୍କୃତ କଲେ ଡିଜିପି

ରାଉରକେଲା: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି ।…