Browsing Tag

IIC in vigilance net

ଯେତେ ଖୋଳିଲେ ସେତେ ବାହାରୁଛି: ଆଇଆଇସିଙ୍କ ଘରୁ ପୁଣି ନଗଦ ୨୫ ଲକ୍ଷ ଟଙ୍କା ଜବତ

କୋରାପୁଟ (କେନ୍ୟୁଜ): ଥାନା ବାବୁଙ୍କ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଟେରା । ଲକ୍ଷ ଲକ୍ଷ ଟଙ୍କାର ବଣ୍ଡଲ ବଣ୍ଡଲ ନୋଟ୍ । ଭିଜିଲାନ୍ସ ଜାଲରେ ପଡିଥିବା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ପାଖରୁ ଆଉ ୨୫ ଲକ୍ଷ ଟଙ୍କା ଜବତ ହୋଇଛି । ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦ ଓ ଶହେ ଟଙ୍କିଆ…

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଆଇସି

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଆଇସି । ବୈପାରିଗୁଡାରୁ କଟକ ଆସୁଥିବା ବେଳେ ୨ ଲକ୍ଷ ୭୦ ହଜାର ଟଙ୍କା ସହିତ ଧରିଛି ଭିଜିଲାନ୍ସ। ଏହି ଟଙ୍କା କେଉଁଠୁ ଆସିଲା ତାହାର ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି ଆଇଆଇସି ସୁଶାନ୍ତ ଶତପଥୀ । ଟଙ୍କା ନେଇ ଓଏସଆରଟିସି ବସରେ କଟକ ଆସୁଥିବା ବେଳେ…

ଭିଜିଲାନ୍ସ ଜାଲରେ ଗାଇସିଲେଟ ଥାନା ଆଇ ଆଇ ସି, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବରଗଡ଼ (କେନ୍ୟୁଜ): ଗାଇସିଲେଟ ଥାନା ଆଇ ଆଇ ସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଇ ଆଇ ସି ବୀରବର ଭଗତଙ୍କ ସରକାରୀ ଓ ବେସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଗାଇସିଲେଟ ଥାନା , ସରକାରୀ ବାସଭବନ ସହ…

ଦ୍ବିତୀୟ ଦିନରେ ବଙ୍ଗୋମୁଣ୍ଡା ଥାନା ଆଇଆଇସିଙ୍କ ଘରେ ଚାଲିଛି ରେଡ୍, ବାସଭବନରୁ ଆଉ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ

ବଲାଙ୍ଗିର(କେନ୍ଯୁଜ୍): ଦ୍ବିତୀୟ ଦିନରେ ଆଇଆଇସିଙ୍କ ଘରେ ରେଡ୍‌। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ବାସଭବନରୁ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ କରିଛି ବଲାଙ୍ଗିର ଭିଜିଲାନ୍‌ସ । ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ଭିଜିଲାନ୍‌ସ ଟିମ୍‌। ଭିଜିଲାନ୍ସ…