Browsing Tag

iic suspended

ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ…

ରାଉରକେଲା : ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ।  ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଆଜି ସୁନ୍ଦରଗଡ଼ ଯାଇ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।…

ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଇବା ଘଟଣା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଘଟଣାର ନିଆଗଲା କାର୍ଯ୍ଯାନୁଷ୍ଠାନ। ଏନେଇ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଳମ୍ବନ କରାଯାଇଛି । ବୀରମିତ୍ରପୁର ଅଞ୍ଚଳରେ ୧୩ବର୍ଷିଆ ନାବାଳିକାଙ୍କୁ ଦୁଇ ପୋଲିସ…

ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା IIC ସନ୍ଧ୍ଯାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି

କେନ୍ଦୁଝର: କେନ୍ଦୁଝର ପାଟଣା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା। ଯେଉଁଥିପାଇଁ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି। ଏହି ଘଟଣାରେ ଇମେଲ ଜରିଆରେ ମାନବାଧିକାର କମିଶନ ଅଭିଯୋଗ ପାଇବାପରେ ତଦନ୍ତ କରି ୪ସପ୍ତାହ ମଧ୍ୟରେ…

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ ହେବା ପରେ ନୂଆ IIC ଭାବେ ଯୋଗଦେଲେ ପ୍ରିୟବ୍ରତ ରାଉତ

ଯାଜପୁର (କେନ୍ୟୁଜ) : ଘଟଣାକ୍ରମରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଲମ୍ବିତ ହେବା ପରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ପ୍ରିୟବ୍ରତ ରାଉତ। ଗତକାଲି ପୁରୀ ଶ୍ରୀମନ୍ଦିରକୁ ଯାଇ ଲକଡାଉନ କଟକଣା ଭାଙ୍ଗିଥିଲେ ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା। ଆଜି…

କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରବେଶ ଘଟଣା: ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି

ପୁରୀ:କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ଆଇଆଇସି ପ୍ରବେଶ ଘଟଣା । ବଡ଼ଚଣା IIC ଦୀପକ କୁମାର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ପୁରୀ ସ୍ୱର୍ଗଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।