IIFA ଆୱାର୍ଡରେ କାର୍ତ୍ତିକ-କ୍ୟାଟ୍ରିନାଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
କାର୍ତ୍ତିକ ଆର୍ଯ୍ୟନ୍ ଓ କ୍ୟାଟ୍ରିନା କେଫ୍ ବଲିଉଡର ବେଶ ଚର୍ଚ୍ଚିତ ଷ୍ଟାର । ଉଭୟ ନିଜ ନିଜର ଷ୍ଟାଇଲ ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଭୁଲ ଭୁଲେୟା ୩ରେ ନିଜ ଦମଦାର ଅଭିନୟ ଏବଂ କମେଡି ପାଇଁ ଦର୍ଶକଙ୍କୁ ଖୁବ ପସନ୍ଦ କାର୍ତ୍ତିକ ଆର୍ଯ୍ୟନ୍ । ସେହିପରି କ୍ୟାଟ୍ରିନାଙ୍କ ସୁନ୍ଦରତାର…