ସମ୍ବଲପୁର ଆଇଆଇଏମ୍ର ହେବ ନିଜସ୍ୱ କ୍ୟାମ୍ପସ୍, NBCC ସହ ଆଇଆଇଏମ୍ ସମ୍ବଲପୁରର ଚୁକ୍ତି ସ୍ୱାକ୍ଷରିତ
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଆଇଆଇଏମ୍ର ହେବ ନିଜସ୍ୱ କ୍ୟାମ୍ପସ୍ । ୨୦୨୧ ଡିସେମ୍ବର ସୁଦ୍ଧା ସମ୍ବଲପୁର ବସନ୍ତପୁରରେ ଆଇଆଇଏମ୍ କ୍ୟାମ୍ପସ୍ ନିର୍ମାଣ ହେବ । ଏନେଇ ଜାତୀୟ ସଂସ୍ଥା ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକସନ୍ କର୍ପୋରେସନ୍ ବା ଏନ୍ବିସିସି ସହ ଆଇଆଇଏମ୍ ସମ୍ବଲପୁର ଚୁକ୍ତି…