IIM ରେ ଖାଲି ପଡ଼ିଛି ଏକାଧିକ ପ୍ରଫେସର ପଦବୀ, ଦରମା ୧.୪୦ ଲକ୍ଷ ଟଙ୍କା
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଏକାଧିକ ପ୍ରଫେସର ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଆବେଦନ କରିପାରିବେ। ଆଇଆଇଏମ୍ ବିଶାଖପାଟନାମ୍ରେ ଏହି ପଦବୀ ଖାଲିଥିବା ବେଳେ ଆବେଦନ ପାଇଁ ଶେଷ ତାରିଖ ଆଜି ଅର୍ଥାତ୍…