Browsing Tag

iit

IIT ଭିଲାଇର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୯୦ କୋଟି ଟଙ୍କାରେ ହୋଇଛି ନିର୍ମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଭିଲାଇର ଉଦ୍‌ଘାଟନ କରିଛନ୍ତି । ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ଭିଲାଇ କ୍ୟାମ୍ପସ ୪୦୦ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୧୦୯୦ କୋଟି ଖର୍ଚ୍ଚ ହୋଇଛି । ଆଇଆଇଟିର ଶିଳାନ୍ୟାସ ମୋଦି ୨୦୧୮ ଜୁନ୍‌ ୧୪ରେ କରିଥିଲେ ।…

IIT ମାଡ୍ରାସରେ ଚାକିରି, ୧୦ମ ରୁ ଗ୍ରାଜୁଏସନ ଯାଏଁ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ମାଡ୍ରାସ ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ଆବେଦନ ୧୨ ଫେବୃଆରୀରୁ ଆରମ୍ଭ ହେବ । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

IIT ଧାନବାଦରେ ପ୍ରଫେସର ପଦବୀ ଖାଲି, ୨୭ ଅକ୍ଟୋବର ପୂର୍ବରୁ କରନ୍ତୁ ଆବେଦନ

ପ୍ରଫେସର ପଦବୀରେ ସରକାରୀ ଚାକିରି ଖୋଜୁଥିବା ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଧନବାଦରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ…

IIT ରେ ଜୁନିଅର ଆସିଷ୍ଟାଣ୍ଟ ପଦବୀ ଖାଲି, ଗ୍ରାଜୁଏସନ କରିଥି ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ଗାନ୍ଧିନଗରରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଖାଲିପଡିଥିବା ପଦବୀ ପାଇଁ ଅଫିସିଆଲ ୱେବସାଇଟ iitgn.ac.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଭିଯାନ ପାଇଁ ସେପ୍ଟେମ୍ବର ୨୨ଯାଏଁ ଆବେଦନ କରିପାରିବେ । ଯେଉଁମାନେ…

IIT ଗୌହ୍ବାଟୀରେ ପଦବୀ ଖାଲି, ବିଟେକ୍‌ କିମ୍ବା ଏମସିଏ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଗୌହ୍ବାଟୀରେ ଚାକିରି ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ଖାଲିପଡିଛି ୩୫ ପଦବୀ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌  iit.ac.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଶେଷ…

IIT ପାଟନାରେ ଖାଲିପଡିଛି ବିଭିନ୍ନ ପଦବୀ, ଦରମା ମାସକୁ ୯୦ ହଜାର

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ପାଟନା ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ  staffrect.iitp.ac.in କୁ ଯାଇ ଆବେଦନ କରିପାରିବେ । ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମଇ, ୨୦୨୩ ରହିଛି ।…

IIT ମାଡ୍ରାସ ବାହାର କଲା ପ୍ରଥମ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ”BharOS”, ହାଇଟେକ ସିକ୍ୟୁରିଟି…

ଆଇଆଇଟି ମାଡ୍ରାସର ଇନକ୍ୟୁବଟେଡ ଫର୍ମ Jandk ଅପରେସନ BharOS ନାମକ ମୋବାଇଲ ଫୋନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ ଲଞ୍ଚ କରିଛି। BharOS ଏକ ପ୍ରାଇଭେସି ଫୋକସ୍ଡ ଅପରେଟିଂ ସିଷ୍ଟମ । ଯାହା କମର୍ସିଆଲ ଅଫ୍‌ ଦ ସେଲ୍ଫ ହ୍ୟାଣ୍ଡସେଟ୍ସ ପାଇଁ ଉପଲବ୍ଧ କରାଯାଇଛି। ଏହି ନୂଆ OS ସମ୍ପୂର୍ଣ୍ଣ ରୂପେ…

IIT ରେ ବମ୍ପର ନିଯୁକ୍ତି, ମାସିକ ଦରମା ୧,୭୭,୦୦୦ରୁ ଅଧିକ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଆଇଆଇଟି କାନପୁରରେ ଖାଲିପଡିଛି ଅନେକ ପଦବୀ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ iitk.ac.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୯ ପର୍ଯ୍ୟନ୍ତ ଚାଲିବ । ପଦବୀ ବିବରଣୀ : ୧୩୧…

ଭୁବନେଶ୍ୱର IIT ରେ JRF ଓ ପ୍ରୋଜେକ୍ଟ ଆସୋସିଏଟସ୍‌ ଚାକିରି ଖାଲି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୂବନେଶ୍ୱର : ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକନୋଲୋଜି(ଆଇଆଇଟି) ଭୁବନେଶ୍ୱର ଉପଯୁକ୍ତ ପ୍ରାର୍ଥୀଙ୍କ ପାଇଁ ଜୁନିଅର ରିସର୍ଚ୍ଚ ଫଲୋ(ଜେଆରଏଫ୍‌) ଓ ପ୍ରୋଜେକ୍ଟ ଆସୋସିଏଟସ ପାଇଁ ଆବେଦନ ପତ୍ର ଆହ୍ଵାନ କରୁଛି । ଏିହ ପଦବୀ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ କଣ୍ଟ୍ରାକ୍ଟ ବେସିସରେ ନିଯୁକ୍ତି…

IIT ଜମ୍ମୁରେ ଆରମ୍ଭ ହେଉଛି ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ୍‌, ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରି ନିଅନ୍ତୁ ଆବେଦନ

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଜମ୍ମୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି। ଆଇଆଇଟି, ଜମ୍ମୁ ପକ୍ଷରୁ ଆଇଆଇଟି ଜମ୍ମୁ ଇଣ୍ଟରସିପ୍‌ ପ୍ରୋଗ୍ରାମ (ଆକ୍ସିଲେରେଟେଡ୍‌ ବିଜ୍ଞାନ) ଘୋଷଣା କରାଯାଇଛି। ଏହି VRITIKA ଇଭେଣ୍ଟ- ସୋଲାର ଥର୍ମାଲ ଏନର୍ଜି…

IIT କ୍ୟାମ୍ପସ୍‌ ନିଯୁକ୍ତି: ଜଣଙ୍କୁ ୨.୧୫ କୋଟି, ୧୧ ଛାତ୍ରଛାତ୍ରୀଙ୍କୁ ମିଳିଛି କୋଟିଏରୁ ଅଧିକ ପ୍ୟାକେଜ୍‌

ନୂଆଦିଲ୍ଲୀ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ଚଳିତବର୍ଷ ଏତେ କ୍ୟାମ୍ପସ୍‌ ନିଯୁକ୍ତି ହୋଇଛି ଯେ ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼ିଛି। ଚଳିତବର୍ଷ ଏକାଧିକ ପିଲାଙ୍କୁ କୋଟିଏ ଟଙ୍କାର ବାର୍ଷିକ ପ୍ୟାକେଜ୍‌ ଅଫର ହୋଇଛି। ଚଳିତବର୍ଷ ନୂଆଦିଲ୍ଲୀ ଆଇଆଇଟିରେ…

ଏବେ IIT ରେ ଆଡମିଶନ ନେଇପାରିବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ, ଜାଣନ୍ତୁ କେମିତି

ଏବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ଆଇଆଇଟିରେ ନେଇ ପାରିବେ ଆଡମିଶନ୍‌। ପୂର୍ବରୁ କେବଳ ଟେକ୍ନିକାଲ ପିଲା ହିଁ ଏହି କୋର୍ସରେ ଆଡମିଶନ୍‌ କରିପାରୁଥିବା ବେଳେ ଏବେ କଳା ଓ ବାଣିଜ୍ୟ ପିଲା ବି ଏହି ସୁଯୋଗ ପାଇବେ। ଆଇଆଇଟି ବମ୍ବେ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦିଆଯାଉଛି।…