ଭୁବନେଶ୍ବର: ବସ ଷ୍ଟାଣ୍ଡ ନବକଳେବର ପାଇଁ ବରମୁଣ୍ଡାରେ ଜବର ଦଖଲ ଦୋକାନ ଉପରେ ପଡିଲା ଜେସିବି ପ୍ରହାର
କେନ୍ୟୁଜ୍ (ବ୍ୟୁରୋ): ନୂଆ ରୁପରେ ଚମକିବ ବରମୁଣ୍ଡା ବସ ଷ୍ଟାଣ୍ଡ, ନବକଳେବର ପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ବ୍ୟୟ କରି ରାଜ୍ୟର ସର୍ବବୃହତ ବସ ଟର୍ମିନାଲ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ବରମୁଣ୍ଡାରେ ଜବରଦଖଲ କରିଥିବା ଅନେକ ଦୋକାନକୁ ଭାଙ୍ଗି ଦେଇଛି ବିଏମସି। ଆଜି ମଧ୍ୟାହ୍ନରେ…