କେନାଲ ପଠାରେ ଚାଲିଥିଲା ମଦ ପୋଚ ବେପାର, ଚଢାଉ କରି ୧୨୦୦ଲିଟର ନଷ୍ଟ କରିଦେଲା ପୋଲିସ୍
ସତ୍ୟବାଦୀ(କେନ୍ୟୁଜ) : ଧାଡି ଧାଡି ହୋଇ ଥୁଆ ହୋଇଛି ବଡ ବଡ ପ୍ଲାଷ୍ଟିକ ଜାରକିନ୍ । ଆଉ ଜାରକିନ୍ ଭିତରେ ଫୁଲ୍ ହୋଇ ରହିଛି ମଦ ପୋଚ । ଯିଏ ଦେଖିବ କିଛି ସମୟ ଚକିତ ହୋଇ ରହିଯିବ । ଏତେ ପରିମାଣର ମଦ ପୋଚ, ପୁଣି ଆସିଲା କେଉଁଠୁ ?
ପୁରୀ ଜ଼ିଲ୍ଲା ସତ୍ୟବାଦୀ ଥାନା ଶୋଳହଳ ଗ୍ରାମର ଏକ…