Browsing Tag

illegal liquor seized

କେନାଲ ପଠାରେ ଚାଲିଥିଲା ମଦ ପୋଚ ବେପାର, ଚଢାଉ କରି ୧୨୦୦ଲିଟର ନଷ୍ଟ କରିଦେଲା ପୋଲିସ୍

ସତ୍ୟବାଦୀ(କେନ୍ୟୁଜ) : ଧାଡି ଧାଡି ହୋଇ ଥୁଆ ହୋଇଛି ବଡ ବଡ ପ୍ଲାଷ୍ଟିକ ଜାରକିନ୍ । ଆଉ ଜାରକିନ୍ ଭିତରେ ଫୁଲ୍ ହୋଇ ରହିଛି ମଦ ପୋଚ । ଯିଏ ଦେଖିବ କିଛି ସମୟ ଚକିତ ହୋଇ ରହିଯିବ । ଏତେ ପରିମାଣର ମଦ ପୋଚ, ପୁଣି ଆସିଲା କେଉଁଠୁ ? ପୁରୀ ଜ଼ିଲ୍ଲା ସତ୍ୟବାଦୀ ଥାନା ଶୋଳହଳ ଗ୍ରାମର ଏକ…

ବେଆଇନ ମଦ ବିକ୍ରିକୁ ଟାର୍ଗେଟ୍: ମନମୁଣ୍ଡା ପୋଲିସ୍ ଦ୍ବାରା ବିଭିନ୍ନ ସ୍ଥାନରେ ରେଡ୍, ୫ଗିରଫ

କଣ୍ଟାମାଳ(କେନ୍ୟୁଜ୍): ବେଆଇନ ମଦ ବିକ୍ରିକୁ ଟାର୍ଗେଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍। ବିଭିନ୍ନ ସ୍ଥାନ ଉପରେ ପୋଲିସ୍ ଚଢ଼ାଉ କରି ୧୨୩ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଦେଶୀ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ…

ସୋରଣରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ମା ଭଗବତୀଙ୍କ ପୀଠରେ ରଜ ଯାତ୍ରା ମହାଆଡ଼ମ୍ଭରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମା 'ଙ୍କ ପୀଠକୁ ଆସିଥିଲେ । ଯାହାଫଳରେ ସୋରଣ ଗାଁରେ ବନ୍ଧୁ ବାନ୍ଧବଙ୍କ ପ୍ରବଳ ଭିଡ। ଏହାରି ଭିତରେ…

ଗଜପତି ଜିଲ୍ଲାରେ ଅବକାରୀ ଫ୍ଲାଇଙ୍ଗ ସ୍ବାର୍ଡର ବଡଧରଣର ଚଢାଉ, ୧ହଜାର୨୦ଲିଟର ଦେଶୀ ମଦ ଜବତ

ଗଜପତି: ଗଜପତି ଜିଲ୍ଲାରେ ଗଞ୍ଜେଇ ପରେ ଏବେ ବେଆଇନ ଦେଶୀ ମଦର ବନ୍ୟା । ଯାହାକୁ ନେଇ ବଡଧରଣର ଚଢଉ କରିଛି ରାଜ୍ୟ ଅବକାରୀ ବିଭାଗ । ରାଜ୍ୟ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ କଟକ ଫ୍ଲାଇଙ୍ଗ ଷ୍କୁଆଡ, ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥା ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ…

ହିଞ୍ଜିଳିକାଟୁ ବୁରୁପଡା କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଦେଶୀ ମଦ ଚାଲାଣ, ଜଣଙ୍କୁ ଗିରଫ କଲା ପୋଲିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡା ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣର ପର୍ଦାଫାର୍ଶ କରିଛି ପୋଲିସର । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ଗାଁର ସୁବାସ ଦଳାଇ । ସୂଚନା ଅନୁଯାୟୀ,ଗତକାଲି…

କଣ୍ଟେନରରେ ଭର୍ତ୍ତି କରି ଚାଲାଣ କରୁଥିଲେ ୩୮ ଲକ୍ଷର ମଦ, ରାସ୍ତା ଭୁଲିଯିବାରୁ ଧରିଲା ପୋଲିସ

କରୋନା ସ୍ଥିତିକୁ ଏଡାଇବାକୁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଏବେ ସବୁ ଦୋକାନ ବଜାର ବନ୍ଦ ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନେ ଖାଇବାକୁ ପାଉନଥିବା ବେଳେ ମଦୁଆମାନେ କିନ୍ତୁ ମଦ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଛତିଶଗଡ଼ର କବର୍ଧା…

ବେଆଇନ ମଦ କାରବାର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୩ବେପାରୀ ଗିରଫ

ବାଲେଶ୍ୱର: ବେଆଇନ ମଦ କାରବାର ଉପରେ ଚଢାଉ କରିଛି ବାଲେଶ୍ୱର ଜଳେଶ୍ୱର ଅବକାରୀ ବିଭାଗ । ଭୋଗରାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣରେ ଦେଶୀ ଏବଂ ବିଦେଶୀ ମଦ ଜବତ କରିବା ସହ ୩ ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ ।

କେନ୍ଦ୍ରାପଡା: ଜମ୍ବୁ ଗାଁରେ ୨୫୬ ବୋତଲ ଚୋରା ବିଦେଶୀ ମଦ ଜବତ, ୨ଗିରଫ

କେନ୍ଦ୍ରାପଡା: ଚୋରା ମଦ ଜବତ,ଦୁଇ ଗିରଫ। କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଗାଁରେ ଚୋରା ମଦ ବିପୁଳ ପରିମାଣରେ ବିକ୍ରି ହେବା ନେଇ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରିଥିଲା। ୨୫୬ ବୋତଲ ବିଦେଶୀ ମଦ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ହେଲେ ଜମ୍ବୁ ଅଞ୍ଚଳର ଶ୍ରୀଜିବ୍…