ଏହି ୭ଟି ଭୁଲ ପାଇଁ ଆପଣଙ୍କ ହ୍ଵାଟସଆପ ଆକାଉଣ୍ଟ ବନ୍ଦ ହୋଇପାରେ, ରୁହନ୍ତୁ ସାବଧାନ
ହ୍ଵାଟସଆପ ତରଫରୁ ଆସିଛି ଏକ ବଡ଼ ଘୋଷଣା। ଗତ ଅକ୍ଟୋବର ମାସରେ ଭାରତରେ ୨୦ ଲକ୍ଷରୁ ଉପରୁ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି। ଭାରତରେ ଏହାପୂର୍ବରୁ ସର୍ତ୍ତର ଉଲଂଘନ ପାଇଁ ୩୦.୨୭ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଦେଇଥିଲା। ଭାରତରେ ନୂଆ IT ନିୟମ ବା ଇଣ୍ଟରମିଡିଏରୀ ଗାଇଡଲାଇନ୍ସ ଆଣ୍ଡ…