ପୋଲିସ ଚାକିରି କରି ପୁଣି ଲୋଭ: ନକଲି ମଦ ଫ୍ୟାକ୍ଟ୍ରୀ ଚଳାଇଥିବା କନେଷ୍ଟବଳକୁ ଗିରଫ କଲା ବ୍ରହ୍ମପୁର ବଡ଼ ବଜାର…
ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗରହଣ୍ଡି ଅଞ୍ଚଳରେ ଏକ କୁକୁଡ଼ା ଫାର୍ମ ହାଉସରେ ତିଆରି ହେଉଥିଲା ଡୁପ୍ଲିକେଟ୍ ମଦ । ଆଉ ଏହି ମଦ ବିକ୍ରି ହେଉଥିଲା ବ୍ରହ୍ମପୁର ସହରର ବଡ଼ ବଜାର ଅଞ୍ଚଳରେ । ନକଲି ମଦ ପ୍ରସ୍ତୁତ କରି ସାରିବା ପରେ ଏକ ଅଟୋ ଯୋଗେ ବିକ୍ରି କରିବା ଲାଗି ବ୍ରହ୍ମପୁର…