Browsing Tag

illicit liquor

ଗଜପତି: ଅବକାରୀ ଓ ଗୁଇନ୍ଦା ବିଭାଗର ମିଳିତ ଚଢ଼ାଉ,ବିପୁଳ ଚୋରା ମଦ ଜବତ,ଦୁଇ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳ ଯେମିତି ମାଦକ ଦ୍ରବ୍ୟ ଉତ୍ପାଦନର କେନ୍ଦ୍ର ବିନ୍ଦୁ ପାଲଟିଛି। କିଛି ଦିନଧରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ପରେ ଏବେ ପାଳିପଡିଛି ମଦ ମାଫିଆଙ୍କର।  ଅବକାରୀ ଉପଆୟୁକ୍ତ ବ୍ରହ୍ମପୁରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୁଇନ୍ଦା…

ଖୋର୍ଦ୍ଧା: କରୋନା କାଳରେ ବାଣପୁର-ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । …

ଖୋର୍ଦ୍ଧା: ଲକଡାଉନ ବେଳେ ବେଶ ଭଲରେ ତିଆରି ଚାଲିଛି ଦେଶୀ ମଦ, ବେଗୁନିଆ ପୋଲିସର ଚଢାଉ, ଚମ୍ପଟ ମାରିଲେ ବେପାରୀ

ଖୋର୍ଦ୍ଧା(କେନ୍ୟୁଜ୍): କରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡ଼ାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ…

ଲକଡାଉନରେ ଭୁବନେଶ୍ବରରେ ଜମୁଛି ଚୋରା ମଦ ବ୍ୟବସାୟ, କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନା ଜବତ କଲା ୩୨ ଲିଟର ମଦ, ୨…

କେନ୍ୟୁଜ୍ (ବ୍ୟୁରୋ): ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି  କିଛି ଚୋରା ମଦ ବେପାରୀ। ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ…

ବାଣପୁର: ଲକଡାଉନରେ ବେସ୍ ଜମୁଛି ଚୋରା ମଦ ବେପାର, ଅବକାରୀ ବିଭାଗର ଚଢାଉ,୨୦୦ ଲିଟର ଦେଶୀମଦ ଜବତ ସହ ୮ ଗିରଫ

ଟାଙ୍ଗୀ(କେନ୍ୟୁଜ୍): କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳୀ ଚୋରା ମଦ ବ୍ୟମସାୟୀଙ୍କୁ ସୁହାଇଛି ଲକକ୍‌ଡାଉନ୍‌ । ବଢି ଚାଲିଛି ଚୋରା ମଦ ବ୍ୟବସାୟୀଙ୍କ ପ୍ରାଦ୍‌ଭାବ । ଗତ କାଲି ରାତିରେ  ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା…

ମୟୁରଭଞ୍ଜ: ପେଟି ପେଟି ଚୋରା ବିଦେଶୀ ମଦ ଜବତ, ୨ ଅଟକ

ମୟୁରଭଞ୍ଜ(କେନ୍ୟୁଜ୍) : ପେଟି ପେଟି ଚୋରା ବିଦେଶୀ ମଦ ଜବତ। ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ବହଳଦା ବଜାର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ମଦ ବୋତଲ। ପେଟି ପେଟି ମଦ ବୋତଲ ଟ୍ରକରେ ଅନଲୋଡିଙ୍ଗ ଚାଲିଥିବାବେଳେ ବହଳଦା ପୋଲିସ ଟ୍ରକକୁ ଜବତ କରିଛି। ଟ୍ରକରେ…

ଭଦ୍ରକ ତିହିଡି ପୀରହାଟରେ ବିଷାକ୍ତ ମଦ ପିଇ ୪ ମୃତ୍ୟୁ ଅଭିଯୋଗ

ଭଦ୍ରକ(କେନ୍ୟୁଜ୍) : ମଦ ନେଲା ଜୀବନ। ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ତିହିଡି ବ୍ଲକ ପୀରହାଟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଗୁରୁତର ଅଛନ୍ତି। ସେମାନଙ୍କୁ ଭଦ୍ରକରୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ କୁନା ଜେନା,…