Browsing Tag

illness

ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ : ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (କେନ୍ୟୁଜ): ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ…

ଆପଣ ମାନେ ତ ଦେହ ଖରାପ ସମୟରେ ହସ୍ପିଟାଲ ଯାଆନ୍ତି କିନ୍ତୁ ଏମାନେ କଣ କରନ୍ତି ଜାଣିଛନ୍ତିକି

ମଣିଷ ମାନେ ତ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ନଚେତ ଅତି ଦେହ ଖରାପ ହେଲେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି । ଏମିତିକି ଅତି ଆଦର ସହକାରେ ପାଳିଥିବା ପୋଷ୍ୟ ଜୀବ ଜନ୍ତୁ ମାନଙ୍କୁ ମଧ୍ୟ ପଶୁ ଡାକ୍ତର ଖାନାକୁ ନେଇଥାନ୍ତି । ଉଚିତ ସମୟ ରେ ସେମାନଙ୍କ ଚିକିତ୍ସା କରାଯିବା ସହ…

ଭାରତୀୟ ଖାଦ୍ୟ କମାଇଥାଏ ଆନୁବଂଶିକ ରୋଗର ଆଶଙ୍କା

ସାଧାରଣ ଭାବେ ଭାରତୀୟ ଖାଦ୍ୟର ଏକ ବିଶେଷ ମହତ୍ତ୍ୱ ଥାଏ । ଏଠାକାର ଲୋକମାନେ ଭୋଜନକୁ ଅନ୍ନ ଦେବତା ଭାବେ ମାନିଥାନ୍ତି ।  ଏହି ପ୍ରଥା ଯୁଗ ଯୁଗ ଧରି ଚାଲି ଆସୁଥିଲେ ମଧ୍ୟ ବୈଜ୍ଞାନିକ ମାନେ ଏ ସମ୍ବନ୍ଧରେ ବୈଜ୍ଞାନିକ ମାନେ ଏହା ପଛର ବୈଜ୍ଞାନିକ କାରଣ ଟିକୁ ଖୋଜି ବାହାର କରିଛନ୍ତି । …

ଜାଣନ୍ତୁ କୁଣ୍ଡଳୀରେ କେଉଁ ଗ୍ରହ ଖରାପ ହୋଇଥାଏ କେଉଁ କେଉଁ ରୋଗ ହୋଇଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦେଖାଯାଉଥିଶ ଶୁଭ ଏବଂ ଅଶୁଭ ଘଟଣା ସବୁ ୯ଟି ଗ୍ରହ ସହ ଯୋଡି ହୋଇ ରହିଥାଏ। ଜାତକରେ ଯଦି କୌଣସି ଗ୍ରହ ଶୁଭ ଫଳ ଦେଇଥାଏ ତେବେ ସେହି ବ୍ୟକ୍ତିଙ୍କର ପ୍ରତ୍ୟେକ କାମରେ ସଫଳତା ମିଳିଥାଏ। ସେହିପରି ଯଦି ବ୍ୟକ୍ତିଙ୍କ କୁଣ୍ଡଳୀରେ ଯଦି…

ଚେଇଁ ଉଠିଲା ପ୍ରଶାସନ, ଶଯ୍ୟାଶାୟୀ ଯବାନ ରାମସିଂଙ୍କୁ ମିଳିଲା ଚିକିତ୍ସା ସୁବିଧା

ବିଳମ୍ବରେ ହେଉ ପଛେ ଯବାନଙ୍କୁ ମିଳିଲା ପ୍ରଶାସନର ସହଯୋଗ ଓ ସହାୟତା। ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଶଯ୍ୟାଶାୟୀ ଓଏପିଏଫ୍‌ ଯବାନ ରାମସିଂ ବୁରୁଦାଙ୍କୁ ଚିକିତ୍ସା ସହାୟତା ମିଳିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ…

କାମାକ୍ଷାନଗର : ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

କାମାକ୍ଷାନଗର (କେନ୍ୟୁଜ୍) : ବାରୁଆ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ସେମାନଙ୍କୁ ଅଁଳାବେରଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନରେ ଖାଇବା ପରେ ପିଲାମାନଙ୍କୁ ଫାଇଲେରିଆ ଔଷଧ ଦିଆଯାଇଥିଲା । ହେଲେ ପିଲାମାନେ ଅସୁସ୍ଥ ହୋଇପଡ଼ିବାରୁ…