Browsing Tag

Importance Of Margashirsha Month

ମାର୍ଗଶିର ମାସକୁ କୁହାଯାଏ ଶ୍ରୀକୃଷ୍ଣଙ୍କ ମାସ, କରନ୍ତୁ ପୂଜା, ତୀର୍ଥବ୍ରତ ଓ ଦାନପୂଣ୍ୟ

ଏବେ ମାର୍ଗଶିର ମାସ ଚାଲୁଛି। ହିନ୍ଦୁ ପଞ୍ଚାଙ୍ଗର ନବମ ମାସ ହେଉଛି ମାର୍ଗଶିର ମାସ। ଏହାକୁ ଅଗହନ ମାସ ମଧ୍ୟ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ନିଜେ ଗୀତାରେ କହିଛନ୍ତି ‘ମାସନାଂ ମାର୍ଗଶିରୋହମ’। ଅର୍ଥାତ ସମସ୍ତ ମାସ ମଧ୍ୟରେ ମାର୍ଗଶିର ମୋର ସ୍ୱରୂପ। ଏଣୁ ଏହି ମାସରେ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର…