କାହିଁକି କୃଷ୍ଣ ଜନ୍ମାଷ୍ଟମୀ ବ୍ରତକୁ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ
ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ। କିନ୍ତୁ ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି।…