କିସିଂ ହିରୋ ଇମରାନ ହାସମୀଙ୍କ ଉପରକୁ ପଥର ମାଡ଼, ସୁଟିଂ ସାରି ଫେରୁଥିବା ବେଳେ ଦୁର୍ବୃତ୍ତ କରିଥିଲେ ଆକ୍ରମଣ
ବଲିଉଡ ଷ୍ଟାର ଇମରାନ ହାସମୀଙ୍କ ଉପରେ ପଥରମାଡ। ସୁଟିଂ ସାରି ଫେରୁଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଜାମ୍ମୁ କଶ୍ମୀରରେ ଇମରାନ ଅପକମିଂ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂ କରୁଛନ୍ତି। ଇମରାନ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଫିଲ୍ମର ସୁଟିଂ ପହଲଗାମରେ…