Browsing Tag

Imran Khan

ପାକିସ୍ତାନ: ଅଲକାଦିର୍ ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍

ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା । ଇମ୍ରାନଙ୍କୁ ପାକିସ୍ତାନର ଏକ କୋର୍ଟ ଅଲକାଦିର୍ ଟ୍ରଷ୍ଟ ମାମଲାରେ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ହୋଇଛି । ଅଲକାଦିର…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଚାନ୍ସଲର ନିର୍ବାଚନ ଲଢିବେ ଇମ୍ରାନ ଖାନ, ଅନଲାଇନ ହେବ ଭୋଟିଂ

ଜେଲରେ ବନ୍ଦ ଥିବା ପାକିସ୍ତାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଚାନ୍ସଲର ପଦବୀ ପାଇଁ ନିର୍ବାଚନ ଲଢିବେ । ପ୍ରଥମଥର ଚାନ୍ସଲର ନିର୍ବାଚନ ପାଇଁ ଅନଲାଇନରେ ମତଦାନ ପ୍ରକ୍ରିୟାରେ ଇମ୍ରାନ ଜେଲରୁ ଭାଗ ନେବେ । ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୁତାବକ, ଇମ୍ରାନ…

‘ଡେଥ୍‌ ସେଲ୍‌’ରେ ଇମ୍ରାନ ଖାନ, ନର୍କ ଭଳି ଜୀବନ ଜିଉଁଛନ୍ତି ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ

ଏକଦା ପାକିସ୍ତାନରେ ସବୁଠୁ ଶକ୍ତିଶାଳୀ (ପ୍ରଧାନମନ୍ତ୍ରୀ) ପଦବୀରେ ବସିଥିବା ଇମ୍ରାନ ଖାନ ବର୍ତ୍ତମାନ ନର୍କ ଭଳି ଜୀବନ ଜିଉଁଛନ୍ତି । ୬ ଫୁଟ ୨ ଇଞ୍ଚ ଲମ୍ବା ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କୁ ପାକିସ୍ତାନର ଅଦିୟାଲା ଜେଲରେ ୭ ଫୁଟିଆ ‘ଡେଥ୍‌ ସେଲ୍‌’ରେ ରଖାଯାଇଛି । ସିସିଟିଭି…

ପାକିସ୍ତାନ ନିର୍ବାଚନ ଫଳାଫଳ: ‘ଆମ ଦଳ ସରକାର ଗଠନ କରିବାକୁ ଚେଷ୍ଟା କରିବ’, କହିଲା ଇମ୍ରାନ ଖାନଙ୍କ ପାର୍ଟି

ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଗୌହର ଅଲି ଖାନ କହିଛନ୍ତି, ତାଙ୍କ ଦଳ ସରକାର ଗଠନ କରିବାକୁ ଚେଷ୍ଟା କରିବ । କାରଣ, ସେମାନେ ସାଧାରଣ…

ଇମ୍ରାନ ଖାନଙ୍କୁ ମିଳିବ କି ମୃତ୍ୟୁଦଣ୍ଡ ? ପାକିସ୍ତାନୀ ମିଲିଟାରୀ କୋର୍ଟରେ ଚାଲିଛି ମାମଲା

ଫେବୃଆରୀ ୮ ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ବାଚନରେ ଲଢ଼ିବେ ନାହିଁ । କାରଣ ସେ ବର୍ତ୍ତମାନ ଜେଲରେ ଅଛନ୍ତି । ବର୍ତ୍ତମାନ ରାୱଲପିଣ୍ଡିର ଅଡିୟାଲା ଜେଲରେ ଥିବା ଇମ୍ରାନ ଖାନଙ୍କ ଭବିଷ୍ୟତ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ- PTI ର ନେତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବେଆଇନ ବିବାହକୁ ନେଇ ନୂଆ ଏକ ଅଡୁଆରେ ଇମ୍ରାନ ଖାନ ଏବଂ ପତ୍ନି ବୁଶ୍ରା। ଉଭୟଙ୍କୁ ୭ ବର୍ଷ ଜେଲ…

ଇମ୍ରାନ ଖାନଙ୍କୁ ପୁଣି ଏକ ଝଟ୍‌କା, ପତ୍ନୀ ବୁଶରା ବିବିଙ୍କ ସହିତ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୪ ବର୍ଷର ଏହି କଠୋର…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌, Cipher ମାମଲାରେ କୋର୍ଟ କଲେ ଦଣ୍ଡିତ

ସାଇଫର୍‌ (Cipher) ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀଙ୍କୁ ମଧ୍ୟ ୧୦ ବର୍ଷର ଦଣ୍ଡ ଶୁଣାଯାଇଛି । ଇମ୍ରାନ ଖାନ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ? ଇସ୍ରାଏଲ-ଗାଜା ସହ ଏହାର କିଛି ସମ୍ପର୍କ ରହିଛି କି ? ଏମିତି କିଛି ପ୍ରସଙ୍ଗରେ ଆବେଗପୂର୍ଣ୍ଣ ପୋଷ୍ଟ କରିଛନ୍ତି । ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ। ସେ କହିଛନ୍ତି ମୋର…

ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ତୋଷଖାନା ମାମଲାରେ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ନିମ୍ନ…

ଜେଲ୍‌ରେ ବଦଳିଲା ପରିଚୟ, ଇମ୍ରାନ ଖାନ ହେଲେ ‘କଏଦୀ ନମ୍ବର ୮୦୪’; ନିଜେ ଜାରି କଲେ ଭିଡିଓ

ପାକିସ୍ତାନର ଅଟକ୍‌ ଜେଲ୍‌ରେ ବନ୍ଦୀ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏବେ ଜେଲ୍‌ରେ ଇମ୍ରାନଙ୍କ ନାମ ଓ ଠିକଣା ବଦଳି ଯାଇଛି। ଇମ୍ରାନ ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଭିଡିଓ ଆରମ୍ଭରେ ଏକ ଭଏସ୍‌ ଓଭର୍‌ ଆସୁଛି, ଯେଉଁଥିରେ କୁହାଯାଉଛି…

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କହିଛନ୍ତି । ଏହାକୁ ନେଇ ଚିନ୍ତା…