Browsing Tag

in the memory of sons

ଭିନ୍ନ ଏକ ପ୍ରୟାସ : ଦୁର୍ଘଟଣାରେ ମୃତ ପୁଅଙ୍କ ସ୍ମୃତିରେ ପରିବାର ଲୋକେ ଆୟୋଜନ କଲେ ରକ୍ତଦାନ ଶିବିର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦୁର୍ଘଟଣାର ଏକମାତ୍ର ପୁଅଙ୍କ ମୃତ୍ୟୁକୁ ତିନି ମାସ ପୂରି ଯାଇଛି । ଆଖିର ଲୁହ ଓ ମନର କୋହକୁ ଚାପି ରଖି ଦୁଇ ପରିବାର ଲୋକେ ଆୟୋଜନ କରିଛନ୍ତି ରକ୍ତଦାନ ଶିବିର । ଆଜି ଭୁବନେଶ୍ୱର ସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟରେ ଦୁଇଟି ପୁତ୍ରହରା ପରିବାର ପକ୍ଷରୁ ଏହି ରକ୍ତଦାନ…