ରାଜ୍ୟରେ ପ୍ରଥମ : କିଟ୍ ଓ କିସ୍ରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଆରମ୍ଭ
ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ପ୍ରଥମ ଥର ପାଇଁ କିଟ୍ ଓ କିସ୍ରେ ଉଦ୍ଘାଟିତ ହେଲା ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର । ଏହାକୁ ଉଦଘାଟନ କଲେ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି । ଜାପାନ ଓ ମିସୁବିସିର ସହାୟତା ପାଇଁ ଧନ୍ୟବାଦ ଜଣାଇଲେ କିଟ୍ ଓ କିସ୍…