Browsing Tag

inbase fast charger

ମାତ୍ର ୯୯୯ ଟଙ୍କାରେ ପାଇପାରିବେ ଫାଷ୍ଟ ଚାରଜିଙ୍ଗର ସୁବିଧା, ଦେଖନ୍ତୁ ଆଉ କଣ ଫିଚର୍ସ

ଇନୋଭେଟିଭ ତଥା ପୋର୍ଟେବଲ ଡ଼ିଜିଟାଲ ଉତ୍ପାଦ ନିର୍ମାଣ କରୁଥିବା ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଇନବେସ ଭାରତରେ ନିଜ ନୂଆ ପ୍ରଡକ୍ଟ Ether ଚାର୍ଜର ଲଂଚ କରିଛି । କମ୍ପାନୀ ତରଫରୁ ଏହି ଚାର୍ଜର ନାଁ "ସର୍ଜରୀ ଅଫ ଫାଷ୍ଟ ଚାର୍ଜର" ରଖାଯାଇଛି । ଦୁଇଟି ସିରିଜରେ ଏହାକୁ ଲଂଚ କରାଯାଇଥିବା ବେଳେ…