Browsing Tag

income tax free

ମୃତ ବ୍ୟକ୍ତି ବି ଭରିବେ Income Tax

ଅନେକ ଲୋକ ଏହା ବିଷୟରେ ଜାଣିନଥିବେ , କିନ୍ତୁ ଏହା ସତ କେବଳ ଜୀବିତ ନୁହନ୍ତି ବରଂ ଜଣେ ମୃତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ITR ଭରାଯାଇଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାରେ ନାହିଁ । ଟ୍ୟାକ୍ସ ଫାଇଲ୍ ପ୍ରକ୍ରିୟା ରେ ଏହା ମଧ୍ୟ ରହିଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଆୟ ହିସାବ କରି…

ଦେଶର ଏକମାତ୍ର ରାଜ୍ୟରେ ଲୋକ ମାନେ ଦିଅନ୍ତି ନାହିଁ ଟାକ୍ସ, ଜାଣନ୍ତୁ ଏହା ପଛରେ ଥିବା ବଡ କାରଣ

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ…