Browsing Tag

income tax returns

ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଜି ଶେଷ ତାରିଖ, ନଦେଲେ ପଡ଼ିବ ଫାଇନ୍

ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଜି ଶେଷ ତାରିଖ। ଏଥର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇନହାିଁ। ଏଯାଏ ୫ କୋଟିରୁ ଅଧିକ ଲୋକ ଦାଖଲ କଲେଣି। ଆଜି IT ରିଟର୍ଣ୍ଣ ଦାଖଲ ନ କଲେ ଫାଇନ ଦେବାକୁ ପଡ଼ିବ । ବାର୍ଷିକ ଆୟ ୫ଲକ୍ଷ ହୋଇଥିଲେ କରଦାତାଙ୍କୁ ୧ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ…

ଦରମାରୁ ଅଧିକ Income Tax ନ କଟୁ ବୋଲି ଚାହୁଁଥିଲେ, ଆଜି ହିଁ ଜମା କରନ୍ତୁ ଏ ସମସ୍ତ ଦସ୍ତାବିଜ୍‌

ବର୍ଷଶେଷରେ ସବୁ ଚାକିରିଆଙ୍କ ଗୋଟିଏ ସମସ୍ୟା ଥାଏ, ତାହା ହେଉଛି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ। ଇନ୍‌ଟ୍ୟାକ୍ସ ନ ଦେଲେ ଅଧିକ ଜରିମାନା ଦେବା ଭୟ ଥିବା ବେଳେ ଦେଲେ ଦରମାରୁ ବଡ଼ ଅଂଶ କଟିଯାଏ। ଟ୍ୟାକ୍ସ ରିଟର୍ଣ୍ଣ କରିବାର ସଠିକ୍‌ ପ୍ରକ୍ରିୟା ଜାଣିନଥିବାରୁ ଅଧିକାଂଶ ଲୋକଙ୍କ ଦରମାର ଅଧା କେବଳ…

ପାନ୍ କାର୍ଡ ଅପ୍ଲିକେସନରେ ଆୟକର ବିଭାଗ କରିଛି ପରିବର୍ତ୍ତନ, ଆବେଦନ କରିବା ପୂର୍ବରୁ ଜାଣିରଖନ୍ତୁ

ନୂଆଦିଲ୍ଳୀ : ଆୟକର ବିଭାଗ ପାନ୍ କାର୍ଡ଼ ଅର୍ଥାତ୍ ପେମେଣ୍ଟ ଆକାଉଣ୍ଟ ନମ୍ବର ପାଇଁ ମିଳିବା ପାଇଁ ରହିଥିବା ଫର୍ମରେ କିଛିଟା ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ସିବିଡ଼ିଟି ଦ୍ବାରା ଆୟକର ବିଭାଗରେ କରାଯାଇଛି। ନିୟମ ଅନୁଯାୟୀ ଫର୍ମରେ ପିତାଙ୍କ ନାମ ଉଲ୍ଲେଖ କରିବା ଆଉ ବାଧ୍ୟତାମୂଳକ ନୁହଁ।…

ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ୬ କୋଟି ଟପିଲା ଆଇଟି ରିଟର୍ଣ୍ଣ ଦାଖଲ  । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ । ଏହାକୁ ଏକ ମାସ ପାଇଁ ବୃଦ୍ଧି କରି ଅଗଷ୍ଟ ୩୧ କରାଯାଇଥିଲା । କେବଳ କେରଳବାସୀଙ୍କ ପାଇଁ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଭୟାବହ ବନ୍ୟା ଯୋଗୁଁ…

ଟିକସଦାତାଙ୍କ ପାଇଁ ଖୁସି ଖବର : ବଢିଲା ଆୟକର ରିଟର୍ଣ୍ଣସର ଅବଧି

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣସ ଦାଖଲ ଅବଧିକୁ ଆଜି କେନ୍ଦ୍ର ସରକାର ଗୋଟେ ମାସ ବଢାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିକସ ଦେଉଥିବା ଲୋକ ମାନେ ଏବେ ଅଗଷ୍ଟ ୩୧ ତାରିଖ ମଧ୍ୟରେ ନିଜର ରିଟର୍ଣ୍ଣସ ଫାଇଲ୍ କରାଇପାରିବେ । ପୂର୍ବରୁ ଆୟକର ରିଟର୍ଣ୍ଣସ ଫାଇଲର ଶେଷ ତାରିଖ ଜୁଲାଇ ୩୧…