Browsing Tag

increases allowance

ଖଟିଆରେ ବୁହା ହୋଇ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଲେ ବୃଦ୍ଧା

ସୁବର୍ଣ୍ଣପୁର: ବୟସ ୯୫ । ଚର୍ମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି । କଥା ମଧ୍ୟ ଠିକରେ କହିପାରୁ ନାହାଁନ୍ତି । ହେଲେ ଆଜି ଯାଏଁ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ । ଅଣ୍ଟାରେ ନା ଅଛି ବଳ, ଚାଲିବାକୁ ନା ଅଛି ଶକ୍ତି । ତଥାପି ବୟସର ଅପରାହ୍ନରେ ନିଜ ଅଧିକାର ପାଇବାକୁ ପଣ କରିଛନ୍ତି । ତେଣୁ…

ଦିବ୍ୟାଙ୍ଗଙ୍କ କଥା ଶୁଣିଲାନି ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଯୁବକ

ପାଟଣାଗଡ଼: ମହେନ୍ଦ୍ର ମେହେର । ଜନ୍ମରୁ ଭିନ୍ନକ୍ଷମ । ଘର ବଲାଙ୍ଗିର ଜିଲ୍ଲା ବେଲପଡା ଗାଁରେ । ସରକାର ୮୦% ଭିନ୍ନକ୍ଷମ ସାର୍ଟିଫିକେଟ ମଧ୍ୟ ଦେଇଛନ୍ତି । ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜୀବନ ଜୀବିକା ର୍ନିବାହରେ କିଛି ମାତ୍ରାରେ ସାହାଯ୍ୟ କରିବାକୁ ଯାଇ ସରକାର ଭତ୍ତା ଦେଇଥାନ୍ତି । କିନ୍ତୁ…

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଉପକୃତ ହେବେ ୬୦୫୮ କର୍ମଚାରୀ

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି…