ଆଜି ତୃତୀୟ ଟି- ୨୦ ମ୍ୟାଚ୍, ‘କ୍ଲିନ ସୁଇପ୍’ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ
ଟିମ୍ ଇଣ୍ଡିଆ ଆଜି ତୃତୀୟ ଟି- ୨୦ ମ୍ୟାଚ୍ ଖେଳିବ । ସିଡନୀ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଚେଷ୍ଟା…