Browsing Tag

ind-aus

ଆଜି ତୃତୀୟ ଟି- ୨୦ ମ୍ୟାଚ୍, ‘କ୍ଲିନ ସୁଇପ୍’ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଟିମ୍ ଇଣ୍ଡିଆ ଆଜି ତୃତୀୟ ଟି- ୨୦ ମ୍ୟାଚ୍ ଖେଳିବ ।  ସିଡନୀ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଚେଷ୍ଟା…

ଆଜି ଦ୍ବିତୀୟ ଟି-୨୦ ମ୍ୟାଚ୍, ସିରିଜ ଜିତିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତିବା ପରେ ଭାରତର ମନୋବଳ ଦୃଢ଼ ହୋଇଯାଇଛି। ପ୍ରଥମ ମ୍ୟାଚ୍ ରେ ଦମଦାର ବିଜୟ ପରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଆହତ ଯୋଗୁଁ ଆଜିର ମ୍ୟାଚ୍ ଖେଳିବେିନ। ଟିମ୍ ଇଣ୍ଡିଆ ଦ୍ଵିତୀୟ…

ଟି-୨୦: ଅଷ୍ଟ୍ରେଲିଆକୁ ୧୬୨ ରନ୍ ର ଟାର୍ଗେଟ ଦେଲା ଭାରତ, ୧୬୧/୭

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ପ୍ରଥମ ମ୍ଯାଚରେ ଅଷ୍ଟ୍ରେଲିଆକୁ ୧୬୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଭାରତୀୟ ଦଳ ୧୬୧ ରନ୍ କରିଛି। ଭାରତୀୟ ଦଳର ବ୍ଯାଟ୍ସମ୍ଯାନ କେଏଲ ରାହୁଲ ୫୧ ରନ୍ କରିଥିବା ବେଳ ଜାଡେଜା ୪୪ ରନ୍ କରି…

ଦିନିକିଆ ସିରିଜ ହାରିବା ପରେ ଟି-୨୦ ପାଇଁ ପ୍ରସ୍ତୁତିରେ ଅଛି ଟିମ୍ ଇଣ୍ଡିଆ, ସବୁ ମାମଲାରେ ଆଗୁଆ ବିରାଟଙ୍କ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିଛି ଭାରତ। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଶେଷ ଦିନିକିଆ ୧୩ ରନରେ ବିଜୟୀ ହୋଇଥିଲା। ତେବେ ଦିନିକିଆ ପରେ ଆଜିଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ। ଉଭୟ ଦଳ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବଦା ଭଲ…

ପାଣ୍ଡ୍ଯା ଏବଂ ଜାଡେଜାଙ୍କ ଧମାକେଦାର ବ୍ଯାଟିଂ, ଅଷ୍ଟ୍ରେଲିଆକୁ ୩୦୩ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ଦିନିକିଆର ସିରିଜର ଅନ୍ତିମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ୫୦ ଓଭରରେ ୫ ଉଇକେଟ ହରାଇ କଙ୍ଗାରୁ ଟିମ୍ କୁ ୩୦୩ ରନର ଟାର୍ଗେଟ ଦେଇଛି। ବିରାଟ, ହାର୍ଦ୍ଦିକ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି…

ମ୍ଯାକ୍ସୱେଲଙ୍କ ବିସ୍ଫୋରକ ସର୍ଟ ଉପରେ ଲାଗିପାରେ ପ୍ରତିବନ୍ଧକ, ICC କୁ ଦାବି କଲେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ ଅଷ୍ଟ୍ରେଲିଆ ହାତକୁ ଚାଲିଯାଇଛି। ୩ଟି ମ୍ଯାଚ୍ ଏହି ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ବାଜି ନେଇଛି। ଦୁଇଟି ଯାକ ମ୍ଯାଚରେ ଟିମ୍ ଇଣ୍ଡିଆକୁ ବଡ ସ୍କୋର ଦେଇଥିଲା। ଏହି ଦୁଇଟି ଯାକ ମ୍ଯାଚରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ…

ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ, ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ଯାଟିଂ କରିବ

ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ଦ୍ବିତୀୟ ଦିନିକିଆରେ ପୁଣି ଟସ୍ ଜିତିଛି ଅଷ୍ଟ୍ରେଲିଆ। ଟସ୍ ଜିତିବା ପାଇଁ ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ। ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି…

ପ୍ରଥମ ଦିନିକିଆରେ ଇଣ୍ଡିଆ ହାତରୁ ମ୍ଯାଚ ଛଡାଇ ନେଲା କଙ୍ଗାରୁ ଟିମ୍, ୬୬ ରନ୍ ରେ ଜିତିଲା ଅଷ୍ଟ୍ରେଲିଆ

ପ୍ରଥମ ଦିନିକିଆରେ ଇଣ୍ଡିଆକୁ ମାତ୍ ଦେଇଛି କଙ୍ଗାରୁ ଟିମ୍। ଅଷ୍ଟ୍ରେଲିଆ ୬୬ ରନ୍ ରେ ମ୍ଯାଚ ଜିତିଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ଯାଟିଂ କରିଥିଲା। ଏହି ମ୍ଯାଚରେ ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୩୭୪…